Posts

Politics

ରାଜ୍ୟପାଳଙ୍କ ପୁଅକୁ ଗିରଫ କର: ତାରା

ରାଜ୍ୟପାଳ ରଘୁବର ଦାସଙ୍କ ପୁଅକୁ ଗିରଫ କର । ଏଭଳି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀପତି

State

ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ...

ଶ୍ରୀଜଗନ୍ନାଥଙ୍କ ବାଲୁକା ରଥ ନିର୍ମାଣ କରି ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ପ୍ରଖ୍ୟାତ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

State

ରାଜଭବନ ଆଗରେ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ

ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଅଭିଯୋଗରେ ତେଜିଲା ରାଜନୀତି

Puri

ରବିବାର ସନ୍ଧ୍ୟା ୫ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆସନ୍ତା ସୋମବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଏହାର ପୂର୍ବ ପ୍ରସ୍ତୁତି ପାଇଁ ଆସନ୍ତା ୧୪ ତାରିଖ ରବିବାର ସନ୍ଧ୍ୟା ୫ଟାରୁ ଆଡ଼ପମଣ୍ଡପରେ ବନ୍ଦ ରହିବ ସର୍ବସାଧାରଣ...

State

ପର୍ଯ୍ୟଟନ ବିଭାଗ ତରଫରୁ ଐତିହ ପଦଯାତ୍ରା ଆରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ...

ନିମାପଡ଼ା ପୂର୍ଣ୍ଣେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଭାତୀ ପରିଡ଼ା ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି

Puri

ଆସନ୍ତାକାଲି ଖୋଲିପାରେ ରତ୍ନଭଣ୍ଡାର

ରବିବାର ଖୋଲପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର,ବହୁପ୍ରତୀକ୍ଷିତ ମୁହୂର୍ତ୍ତକୁ ଏବେ ସମସ୍ତଙ୍କ ଅପେକ୍ଷା ।

Puri

ଚଳିତ ରଥଯାତ୍ରାରେ ସବୁ ନୀତିନିୟମକୁ ମହାବିଭ୍ରାଟ କରାଯାଇଛି

ଚଳିତ ରଥଯାତ୍ରାରେ ସବୁ ନୀତିନିୟମକୁ ଦଳିଚକଟି ଦିଆଯାଇଛି। ନୀତିରେ ମହାବିଭ୍ରାଟ କରାଯାଇଛି

Mayurbhanj

ବୁଢ଼ୀଖମାରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବୁଢ଼ୀଖମାରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

State

କାର୍ଯ୍ୟାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

କାର୍ଯ୍ୟାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

State

ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିପାରିନି ପତିତପାବନ ବାନା

ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିପାରିନି ପତିତପାବନ ବାନା

State

ପୁରୀ ରାଜଭବନରେ ଘଟିଛି ଅଭାବନୀୟ କାଣ୍ଡ

ବାହୁଡା ଯାତ୍ରା ସମୟରେ ପୁରୀ ରାଜଭବନରେ ଘଟିଛି ଅଭାବନୀୟ କାଣ୍ଡ।

Politics

ହାଇକୋର୍ଟ ଗଲେ ଦୀପାଳି ଦାସ

ହାଇକୋର୍ଟ ଗଲେ ଦୀପାଳି ଦାସ । ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଇଛନ୍ତି ବିଜେଡି ବିଧାୟିକା ପ୍ରାର୍ଥିନୀ...

Paradip

ପିପିଏଲ ଡିଏଭି ପବ୍ଲିକ ସ୍କୁଲ ରେ ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା...

ଡିଏ ଭି ପିପିଏଲରେ ଅଳଙ୍କରଣ ସମାରୋହ ଅନୁଷ୍ଠିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର...

State

ଐତିହାସିକ ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା

ଦୀର୍ଘଦିନ ଧରି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ପ୍ରଚେଷ୍ଟା ଚାଲି ଆସୁଥିବାବେଳେ ଏବେ ଆଉ ପାଦେ ଆଗକୁ ଯାଇଛି ବାଲିଯାତ୍ରା ପ୍ରସଙ୍ଗ।

Politics

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୩ଟି ମେଡିକାଲ କଲେଜ

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୩ଟି ମେଡିକାଲ କଲେଜ