Cuttack

ଆଜି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ

ସାଂସ୍କୃତିକ କାର୍ଯ୍ୟକ୍ରମ ଅଧାରୁ ବନ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା

ଅଧଘଣ୍ଟା ବଢିଲା କଟକ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ଅଧଘଣ୍ଟା ବଢିଛି ।

ଐତିହାସିକ ଉଦଘାଟନ କଲେ ମୋହନ ମାଝୀ

କଟକରେ ଐତିହାସିକ ବାଲିଯାତ୍ରା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବାଲିଯାତ୍ରା ପାଇଁ କମିସନରେଟ୍ ପୋଲିସର ରୋଡ୍ ମ୍ୟାପ୍

ଆଉ ଦୁଇ ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା

କଟକ ପ୍ରସିଦ୍ଧ ବାଲିଯାତ୍ରାକୁ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ...

ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅତିଥିମାନେ ଆସିବେ ।

ଏଥର ୩୦ରୁ ଅଧିକ ଦୋଳିର ମଜା ନେବେ ଦର୍ଶକ

କଟକର ଐତିହାସିକ ବାଲିଯାତ୍ରା ପାଖେଇ ଆସୁଥିଲାବେଳେ ଦିନକୁ ଦିନ ପଡିଆ ଚଳଚଞ୍ଚଳ ହୋଇପଡୁଛି

କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା ସାଙ୍ଗ ମାନେ ମିଶି ଦିର୍ଘିଦିନ ଧରି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି

ମହିଳାଙ୍କ ଉପରେ ଚଢିଗଲା ମୋ ବସ

କଟକ ନେତାଜୀ ବସ୍ ଟର୍ମିନାଲ ଭିତରେ ମହିଳାଙ୍କ ଉପରେ ଚଢିଗଲା ମୋ ବସ

ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବକୁ ଆସିବେ ପ୍ରଧାନମନ୍ତ୍ରୀ

ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍ ଧରିଛି

କଟକର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ ଜଗମୋହନ ମୀନା

କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନା

‘କଟକରେ ରହିବ ଅବକାରୀ କମିଶନର ଅଫିସ୍‌,

କଟକରେ ଅବକାରୀ କମିଶନର ଅଫିସ ରହିବ କହିଲେ ଅବକାରୀ କମିଶନର ନରସିଂହ ଭୋଳ

କଟକ ହାଇକୋର୍ଟ ବିଲ୍ଡିଂରେ ଅଗ୍ନିକାଣ୍ଡ

କଟକ ହାଇକୋର୍ଟ ବିଲ୍ଡିଂରେ ଅଗ୍ନିକାଣ୍ଡ। ହାଇକୋର୍ଟର ଦ୍ଵିତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି।

ଭସାଣିରେ ଡିଜେ ବାଜିବ ନାହିଁ

ଭସାଣିରେ ପାରଂପରିକ ବାଦ୍ୟ ବଜାଇବାକୁ ଅନୁମତି ମିଳିଥିବା ବେଳେ ଡିଜେକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି

ମହାନଦୀରେ ପ୍ରବାହିତ ହେବ ବର୍ଷର ପ୍ରଥମ ବନ୍ୟାଜଳ : ଦିନ ୧୨ଟା ସୁଦ୍ଧା...

ମୁଣ୍ଡଳିରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା

ଜଗତପୁର ଅଞ୍ଚଳରୁ ନକଲି ଚା' ପତି କମ୍ପାନୀ ଠାବ

କଟକ ଜଗତପୁର ଅଞ୍ଚଳରୁ ନକଲି ଚା' ପତି କମ୍ପାନୀ ଠାବ

ବିବାଦ ରେ ଏସସିବି

ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦକୁ ଡାକ୍ତର ଛାତ୍ର ସଂଘ, ଜୁନିଅର ଡାକ୍ତର ଓ ଏସସିବି ଡାକ୍ତର ସଂଘର ସମର୍ଥନ

କାହିଁକି ହସ୍ପିଟାଲରେ ଲାଗିଲା ନିଆଁ, ଚାଲିଛି ତନାଘନା

ସ୍ବାସ୍ଥ୍ୟମନ୍ତ୍ରୀ କହିଲେ, ଛାନଭିନ କରିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଅଗ୍ନିଶମ ଅଧିକାରୀ କହିଲେ, ହସ୍ପିଟାଲ କର୍ମଚାରୀଙ୍କୁ ଦିଆଯାଇନି ନିଆଁଲିଭା ଟ୍ରେନିଂ...

ମୋକିମଙ୍କୁ ନେଇ ଆସିଲା ବଡ଼ ଖବର

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରମିକୋର୍ଟରୁ ଆଶ୍ୱସ୍ତି ମିଳିଛି

ମୃତ ଦେହକୁ ନେବା ପାଇଁ ୨ ସ୍ତ୍ରୀଙ୍କ ମଧ୍ୟରେ ଲାଗିଛି ଟଣାଓଟରା

ବଡ଼ ମେଡିକାଲ ପରିସର ଶବ ବେବଚ୍ଛେଦ ଗୃହ ସମ୍ମୁଖରେ ହୋହାଲ୍ଲା