ଭିନ୍ନକ୍ଷମ ପାଇପାରୁନି ଭିନ୍ନକ୍ଷମ ଭତ୍ତା

ସହଯୋଗ ର ହାତ ବଢ଼େଇ ଲେ AICWC ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ ଟ୍ରଷ୍ଟ ର ନିର୍ଦେଶକ

ଭିନ୍ନକ୍ଷମ ପାଇପାରୁନି ଭିନ୍ନକ୍ଷମ ଭତ୍ତା

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତ ର ଜଣେ ଗରିବ ନିରୀହ ଅସହାୟ ଭିନ୍ନକ୍ଷମ ଗୁରୁବାରିଆ ଗଣ୍ଡା ଭିନ୍ନକ୍ଷମ ଭତ୍ତା ପାଇବାରେ ବଞ୍ଚିତ ହେଇଥିବାରୁ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଅଭିଯୋଗ ଦେବାପାଇଁ ଆସିଥିଲେ l ଜିଲ୍ଲାପାଳ ଜରୁରୀ କାଳିନ ବୈଠକ ରେ ଯୋଗ ଦେଇଥିବା ରୁ ତାଙ୍କୁ କନ୍ଧମାଳ ଜିଲ୍ଲା ସାମାଜିକ ସୁରକ୍ଷା ଜିଲ୍ଲା ଅଧିକାରୀ ବାଳରାମ ସେଠି ମହୋଦୟ ଙ୍କ ଜରିଆରେ (AICWC ) ର ରାଜ୍ୟ ଉପସଭାପତି ତଥା ଚାରିଟେବୁଲ ଟ୍ରଷ୍ଟ (PREAHM ) ପ୍ରିହମ୍ ର ନିର୍ଦେଶକ କୁନା ଦିଗାଲ ଏହି ଅସହାୟ ଭିନ୍ନକ୍ଷମ ଗୁରୁବାରିଆ ଗଣ୍ଡା ଙ୍କୁ ସହଯୋଗ ର ହାତ ବଢ଼େଇ ଥିବା ଦେଖିବାକୁ ମିଳିଛି l

ଶ୍ରୀ ଦିଗାଲ କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ଅନେକ ଜିଲ୍ଲା ରେ ଏଭଳି ସମସ୍ୟା କୁ ନେଇଁ ଜନ ସାଧାରଣ ମାନଙ୍କୁ ଏଭଳି ଅନେକ ସହଯୋଗ ର ହାତ ବଢ଼ଉ ଥିବା ଦେଖି ଅନେକ ସଂଘଠନ ର କର୍ମକର୍ତା ଗାଣ ସାଧୁବାଦ ଜଣେଇଛନ୍ତି l ଏ ବିଷୟ ରେ ଶ୍ରୀ ଦିଗାଲ ଙ୍କୁ ଆମ ପ୍ରତିନିଧି ପ୍ରତିକ୍ରିୟା ନେବାରୁ ରାଜ୍ୟ ର ଯେ କୌଣସି ଜିଲ୍ଲା ରୁ ମୋ ନଜର କୁ କୌଣସି ଵି ଅଭିଯୋଗ ଆସେ କିମ୍ବା ମୋ ନଜର କୁ ଆସେ ତାହା ମୁ ମୋ ଜରିଆରେ ଯେତିକି ସମ୍ଭବ ପ୍ରଶାସନ ଙ୍କ ସହିତ ଜଡ଼ିତ ହେଇ ଜନ ହିତକର କାର୍ଯ୍ୟ କରିବି ବଲି ନିଜର ପ୍ରତିକ୍ରିୟା ରଖିଛନ୍ତି l