Subarnapur

ସୁବର୍ଣ୍ଣପୁର ଜିଲ୍ଲାରେ ଗତ ରାତିରେ ପ୍ରବଳ ବର୍ଷା ଯୋଗୁ ବୁଡିଲା...

ସୁବର୍ଣ୍ଣପୁର ଜିଲ୍ଲାରେ ଗତ ରାତିରେ ପ୍ରବଳ ବର୍ଷା ଯୋଗୁ ବୁଡିଲା ମନ୍ଦିର।

ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ

ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

ଖଟିଆରେ ବୁହା ହେଳେ ଗର୍ଭବତୀ, ରାସ୍ତାରେ କଲେ ପ୍ରସବ

ଜନନୀ ଯନ୍ତ୍ରଣା,,ଫବସିପାଲି କୁ ରାସ୍ତା ନାହିଁ, ଖଟିଆରେ ବୁହା ହେଳେ ଗର୍ଭବତୀ, ରାସ୍ତାରେ କଲେ ପ୍ରସବ

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଅରିଗାଁ ମହାନଦୀ କୂଳରେ ଥିବା ଏକ ଗଛରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ଅଭିଯୋଗ

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ଅଭିଯୋଗ

ସୋନପୁର ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ...

ସୋନପୁର ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ରାସ୍ତା କଡ ରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର୍ ରାସ୍ତା କଡ଼ରୁ ଏକ ବ୍ୟାଗ ଭିତରେ ଭର୍ତ୍ତି କରାଯାଇ ଥିବା ନବ ଜାତ ଶିଶୁ ପୁତ୍ର...

ଟିଟିଲାଗଡ ହାଟପଦା ପଡ଼ାର ୬୩ ତମ ଦୁର୍ଗାପୂଜା ପାଇଁ କମିଟି ପକ୍ଷରୁ...

ଆସିଗଲା ପାର୍ବଣ ଋତୁ, ପ୍ରଥମେ ଗଣେଶ ପୂଜା, ତାହାର କିଛି ଦିନ ପରେ ଆସୁଛି ମାଁ ଙ୍କ ଦୁର୍ଗା ପୂଜା।

ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ପାଇଁ ପ୍ରସ୍ତୁତି...

ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାସ୍ତା କଡ଼ରେ ନବଜାତ ଜନ୍ମିତ ଶିଶୁ ର ମୃତଦେହ ଉଦ୍ଧାର

ରାସ୍ତାକଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି ।

ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ଟାନ୍ସଫର୍ମର

ସୋନପୁର ସଦର ବ୍ଲକ ଖାରୀ ସେକ୍ସନ ଅନ୍ତର୍ଗତ ଦେଉଳି ଗାଁ ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବରେ ରହିଛି।

ପୁଳା ପୁଳା ଟଙ୍କା ଜବତ

ଅସଲି ନକଲି ଜାଣିବା କଷ୍ଟ, ସୋନପୁରରୁ ୪୧.୧୬ ଲକ୍ଷର ଜାଲ୍ ନୋଟ୍ ଜବତ

ସୁବର୍ଣ୍ଣପୁର ଠାରେ ବିଶାଳ ରକ୍ତଦାନ ଶିବିର

ସୁବର୍ଣ୍ଣପୁର ଠାରେ ବିଶାଳ ରକ୍ତଦାନ ଶିବିର,ରେକର୍ଡ ସଂଖ୍ୟକ ୬୦୫ ୟୁନିଟ ରକ୍ତ ସଂଗ୍ରହ l

କଲ୍ୟାଣୀ ସେବା ଟ୍ରଷ୍ଟ ମହାନତା

ଅସହାୟ ରୋଗୀ ଙ୍କୁ କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ସହଯୋଗ l

କୋର୍ଟ କୁ ଆସିଥିବା ବେଳେ ଉଠାଇନେଲା ପୋଲିସ

ପୋଲିସ କୁ ନିସ୍ତୁକ ମାଡ ଘଟଣା,, କୋର୍ଟ କୁ ଆସିଥିବା ଜଣେ ଦିବ୍ୟାଙ୍ଗ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଉଠାଇନେଲା ପୋଲିସ l 

ହୁଣ୍ଡାଇ କାରରୁ ୨ପିସ୍ତଲ ଜୀବନ୍ତ ଗୁଳିସହ ୩ଯୁବକ ଗିରଫ

ସୋନପୁର ପୋଲିସ ର ସଫଳତା,ହୁଣ୍ଡାଇ କାରରୁ ୨ପିସ୍ତଲ ଜୀବନ୍ତ ଗୁଳିସହ ୩ଯୁବକ ଗିରଫ l