Jharsuguda

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପ୍ଲାଷ୍ଟିକ୍‌ ସ୍କ୍ରାପ୍‌ ଗୋଦାମ

ସ୍ଥାନୀୟ ଲୋକେ ଏହା ଦେଖି ଗୋଦାମ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ।

ଝାରସୁଗୁଡ଼ାରେ କଲରା ପତରିଆ ବାଘର ଆତଙ୍କ

ଝାରସୁଗୁଡ଼ା ଲଖନପୁର ବ୍ଲକ ଅଞ୍ଚଳରେ କଲରା ପତରିଆ ବାଘର ଆତଙ୍କ । କିଛି ଦିନ ତଳେ ବେଲପାହାଡ ପିକୋଲ ଜଙ୍ଗଲରେ ବନ ବିଭାଗର ଟ୍ରାପ କ୍ୟାମେରାରେ କଲରା ପତରିଆ ବାଘ...

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାକୁ ବୃହତ ରପ୍ତାନୀକାରୀ ପୁରସ୍କାର

ଝାରସୁଗୁଡ଼ା ସ୍ମେଲଟରର ଉଲ୍ଳେଖନୀୟ ପ୍ରଦର୍ଶନ ଲାଗି ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ଲାଭ କରିଛି

ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ଉଡ଼ିଲା ବିମାନ

ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରୁ ବୁଧବାରଠାରୁ ଇଣ୍ଡିଗୋ ଏୟାରଲାଇନ୍ସ ବେଙ୍ଗାଲୁରୁ ରୁଟ୍‌କୁ ଏହାର ସେବା ଆରମ୍ଭ କରିଛି।

ଛାତ୍ରଙ୍କଠାରୁ ମାଡ ଖାଇ ଗୁରୁତର ଆହତ ଅଧ୍ୟାପକଙ୍କ ୯ ମାସ ପରେ ମୃତ୍ୟୁ

ଛାତ୍ରଙ୍କ ମାଡରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ କଲେଜ ଅଧ୍ୟାପକଙ୍କ ମୃତ୍ୟୁ ହୋଇଛି

ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦ ହଜାର ଟଙ୍କା  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଶିଶୁ ବିକାଶ ପ୍ରକଳ୍ପ...

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ

ଓଡ଼ିଶାରେ ପହଞ୍ଚିଲେ ନଡ୍ଡା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଓଡ଼ିଶାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ।

ବାରହା ଆକ୍ରମଣରେ ୩ ଆହତ

ଝାରସୁଗୁଡ଼ା ସହରର ସ୍ଥିତ କାପୁମାଲଠାରେ ଜଙ୍ଗଲୀ ବାରହା ଏକ ଘରକୁ ପଶି ଶୋଇଥିବା ଅବସ୍ଥାରେ ମା, ଝିଅ ଓ ପୁଅକୁ ଆକ୍ରମଣ କରିଥିବାରୁ ସମସ୍ତେ ଝାରସୁଗୁଡ଼ା ଜିଲ୍ଲା...

ବସ ଓ ଟ୍ରେଲର ଧକ୍କା, ୧୨ରୁ ଅଧିକ ଆହତ

ବସ ଟ୍ରେଲର ଧକ୍କା । ଝାରସୁଗୁଡ଼ା ଲଖନପୁର ଥାନା ଅନ୍ତର୍ଗତ ଜୁନିଆନାରେ ଦୁର୍ଘଟଣା ।

ବସ୍‌-ଟ୍ରଲର ଧକ୍କା: ୧୦ ଆହାତ

ବସ-ଟ୍ରଲର ଧକ୍କାରେ ୧୦ ଯାତ୍ରୀ ଆହାତ ।

ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ।

ଝାରସୁଗୁଡା ବିଜେପି କର୍ମୀଙ୍କୁ ଛୁରାମାଡ

ଝାରସୁଗୁଡା ଫଳାଫଳ ପରେ ଜଣେ ବିଜେପି କର୍ମୀଙ୍କୁ ଛୁରାମାଡ

ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି

ଦୀପାଳି କହିଛନ୍ତି, ଏ ବିଜୟ ମୋ ବାପା ସ୍ବର୍ଗତ ନବ ଦାସଙ୍କୁ ଉତ୍ସର୍ଗୀକୃତ।

ବିଜୟ ପରେ ଦୀପାଳି ଦାସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ମିଳିଛି ବିପୁଳ ବିଜୟ

ଝାରସୁଗୁଡ଼ା ନିର୍ବାଚନ ଫଳାଫଳ

ରେକର୍ଡ ବ୍ୟବଧାନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡା: ୧୮ ରାଉଣ୍ଡ ଗଣତି

କାଲି ଝାରସୁଗୁଡା ଭୋଟ ଗଣତି ନେଇ ସିଇଓ ନିକୁଞ୍ଜ ଧଳଙ୍କ ସୂଚନା

ସକାଳ ୮ଟାରେ ପୋଷ୍ଟାଲ ବାଲଟ ଗଣତି

ଝାରସୁଗୁଡ଼ା ଉପନିର୍ବାଚନ ମତଦାନ ହାର ୭୯.୨୧ ପ୍ରତିଶତ ହୋଇଛି।