Entertainment

ଅଲ୍ଲୁ ଅର୍ଜୁନ ଗିରଫ

ଡିସେମ୍ବର ୪ରେ, ରାତି ପ୍ରାୟ ୯ଟା ୩୦ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ସହ ଥିଏଟରର ପ୍ରିମିୟର୍ ସୋ ପାଇଁ...

ପ୍ରଥମ ଦିନରେ ବକ୍ସ ଅଫିସରେ 'ପୁଷ୍ପା ୨'ର ଧମାକା

ଏଥିସହ ଫିଲ୍ମ ବିଶ୍ୱ ବକ୍ସ ଅଫିସରେ ସର୍ବ ବୃହତ ଓପନର ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି ।

ଓଡ଼ିଶାରେ କରମୁକ୍ତ ହେଲା 'ସାବରମତି ରିପୋର୍ଟ' ଚଳଚ୍ଚିତ୍ର

ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର 'ଦି ସାବରମତି ରିପୋର୍ଟ', ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ।

ତେଜିଲା ମନୋଜ ଓ ବବି କଳି, ଡିସିପି ଅଫିସରେ ହାତାହାତି ହେଲେ ଆକ୍ଟର-ଡାଇରେକ୍ଟର

ସେପଟେ ମନୋଜ ଜଣେ ଅଭିନେତା, ତେଣୁ ଡିସିପିଙ୍କ ଆଗରେ ଅଭିନୟ କଲେ ବୋଲି ଯୁକ୍ତି ବାଢିଛନ୍ତି ବବି ଇସଲାମ ଓ ଜ୍ୟୋତି ଦାଶ ।

ଅନୁରାଗଙ୍କ ହାତ ଧରିଲେ ଏଲିନା

ପୂର୍ବରୁ ଏଲିନାଙ୍କ ସହିତ ଇଣ୍ଡଷ୍ଟ୍ରିର ବହୁ ଅଭିନେତାଙ୍କ ନାମ ଯୋଡ଼ା ଯାଉଥିଲା ବେଳେ ଏବେ ହଠାତ୍ ଅନୁରାଗଙ୍କ ସହିତ ବିବାହ ଖବର ଦେଇ ଏଲିନା ସମସ୍ତଙ୍କୁ ଚକିତ...

ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା

ଦୀର୍ଘ ଦିନର ନିରବତା ପରେ ଓଲିଉଡ ଜଗତକୁ ପୁଣି କଳି ଫେରିଛି

୭୦ ବର୍ଷରେ ପାଦ ଥାପିଲେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ରେଖା

ଆଜି ବଲିଉଡର ଏହି ଷ୍ଟାଇଲିସ୍ ଅଭିନେତ୍ରୀଙ୍କ ଜନ୍ମଦିନ

ସବ୍ୟସାଚୀଙ୍କ ନୂଆ ସିନେମା 'ରାଣ୍ଡୀପୁଅ ଅନନ୍ତା'

ଓଲିଉଡ୍ ଚକୋଲେଟ୍ ବୟ ସବ୍ୟସାଚୀ ମିଶ୍ରଙ୍କ ଆଉ ଏକ ମୌଳିକ କାହାଣୀ ଭରା ନୂଆ ଓଡ଼ିଆ ସିନେମାର ଶୀର୍ଷକ ଘୋଷଣା ହୋଇଛି

ଓସ୍କାର ରେସରେ ଫିଲ୍ମ 'ଲାପତା ଲେଡିଜ'

ବଲିଉଡରୁ ଆସିଛି ଖୁସି ଖବର । ଡ୍ରାମା ସିନେମା ଲାପତା ଲେଡିଜକୁ ସଫଳତା । ଓସ୍କାର ରେସରେ ସାମିଲ ହୋଇଛି ସିନେମା

ତ୍ରୁଟି ସୁଧାରି ଦେଇଛି କ୍ଷମା କରିଦେବେ

ବଲିଉଡର ବିଗ ବି ଅମିତାଭ ବଚ୍ଚନ ଅନେକ ଅଭିଯାନ ସହିତ ଜଡ଼ିତ ଅଛନ୍ତି

'ଦମନ'କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି

ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି

ଅଭିନୟ ଦୁନିଆରୁ ଅବସର ନେବେ କି ଅମୀର ଖାନ

ବଲିଉଡ ଅଭିନେତା ଅମୀର ଖାନଙ୍କ ଶେଷ ଫିଲ୍ମ ହେଉଛି 'ଲାଲ ସିଂ ଚଡ୍ଡା'

ଏହି ପରିବାରର ବୋହୂ ହୋଇଥାନ୍ତେ ଐଶ୍ୱର୍ଯ୍ୟା ରାୟ

ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବ୍ରେକ ବିଷୟରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା।

ହସି ହସି ଏପରି ଉତ୍ତର ଦେଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀଙ୍କ ନମ୍ରତା ଭାବ ଇଣ୍ଟରନେଟରେ ଲୋକଙ୍କ ହୃଦୟ ଜିତି ନେଲା ।

ଆମେରିକା ଯିବେ ବଲିଉଡ୍ ବାଦଶାହ ଶାହରୁଖ

ଦୁଇ ମାସ ପୂର୍ବରୁ ଅଂଶୁଘାତ କାରଣରୁ ବଲିଉଡ୍ ବାଦଶାହ ଶାହରୁଖ ଖାନଙ୍କୁ ଗୋଟିଏ ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

ସଂସଦରେ ରାଗିଗଲେ ଜୟା

ପୁଣି ଚର୍ଚ୍ଚାରେ ଭେଟେରାନ ଅଭିନେତା ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ

ଅମିତାଭ ବଚ୍ଚନ ଜୟାଙ୍କ ସହ ଶେୟାର କଲେ ରୋମାଣ୍ଟିକ୍ ଫଟୋ

ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ବହୁତ ସକ୍ରିୟ ଅଛନ୍ତି।

ଅଲଗା ହେବେ ଅଭିଷେକ-ଐଶ୍ୱର୍ଯ୍ୟା

ଅଲଗା ହେବେ ଅଭିଷେକ-ଐଶ୍ୱର୍ଯ୍ୟା

ଫିଲ୍ମ 'ରାମାୟଣ' ପାଇଁ ବଦଳିଲା ରଣବୀରଙ୍କ ଲୁକ୍‌

ବର୍ତ୍ତମାନ ଅଭିନେତା ରଣବୀର କପୁର ତାଙ୍କର ଅପ୍‌କମିଂ ଫିଲ୍ମ 'ରାମାୟଣ' ପାଇଁ ବହୁତ ପରିଶ୍ରମ କରୁଛନ୍ତି