Bhadrak

ଜିଲ୍ଲାପାଳ ହେବ ତ ଏମିତି, ଛଦ୍ମବେଶରେ ଧାନ ମଣ୍ଡି ପରିଦର୍ଶନ

ଘଟଣାର ସତ୍ୟତା ଜାଣିବା ପରେ ସୋସାଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ପୁଣି ଯାତ୍ରା ମଞ୍ଚ ଉପରେ ମହାପ୍ରଭୁଙ୍କୁ ଅପମାନ

ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ଅଭିଯୋଗ, ଯାତ୍ରା ମଞ୍ଚକୁ ଚେୟାର ଫିଙ୍ଗିଲେ ଦର୍ଶକ

ସାପ କାମୁଡାରେ କାଉଡିଆ ମୃତ

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ନିକଟରେ ସାପ କାମୁଡାରେ ଚାଲିଗଲା କାଉଡିଆଙ୍କ ଜୀବନ।

ବାଇକ ଚଢି ଦୁର୍ବଳ ନଦୀବନ୍ଧ ବୁଲି ଦେଖିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ...

ଆଜି ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଚଢ଼ାଉ

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଚଢ଼ାଉ

ଭଦ୍ରକ ରେ ନୂତନ କରି ଖୋଲିଲା ଗୃହ ସଜା ସଜର ଉପକରଣ

ଭଦ୍ରକ ରେ ନୂତନ କରି ଖୋଲିଲା ଗୃହ ସଜା ସଜର ଉପକରଣ

ପ୍ରଥମ ଥର ଭଦ୍ରକରେ ଖୋଲିଲା ଅତ୍ୟାଧୁନିକ ଡ୍ରାଏ କ୍ଲିନର

ଭଦ୍ରକ ସହର ର ଲୋକନାଥ ମନ୍ଦିର ନିକଟରେ ପ୍ରଥମ ଶୁଭାରମ୍ଭ ହୋଇଯାଇଛି ଅତ୍ୟାଧୁନିକ ସନଲାଇଟ୍ ଡ୍ରାଇକ୍ଲିନର୍ସ

ମନ୍ତେଇ ନଦୀରେ ପୁଣି କୁମ୍ଭୀର ଆତଙ୍କ

ମନ୍ତେଇ ନଦୀରେ ପୁଣି କୁମ୍ଭୀର ଆତଙ୍କ

ବନ୍ୟା ଜଳରେ ବୁଡିଲା ଯାତ୍ରା ପେଣ୍ଡାଲ

ଯାତ୍ରା ପରିବେଷଣ ପାଇଁ ଆସିଥିଲା। ହେଲେ ଯାତ୍ରା ପରିବେଷଣ ପୂର୍ବରୁ ବନ୍ୟା ପାଣିରେ ବୁଡ଼ିଗଲା ବିଶ୍ୱଦରବାର ଯାତ୍ରା ପାର୍ଟି ଟେଣ୍ଟ

ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ପୁଣି ଓଏସଏସସି ଦ୍ୱାରା ପରିଚାଳିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ଭଦ୍ରକରେ ବସ୍‌ ଦୁର୍ଘଟଣା; ୨୫ ଆହତ, ୫ ଗୁରୁତର

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ତୀର୍ଥଯାତ୍ରୀ ବସ୍‌

ଚାଲାଣ ବେଳେ ବଜରଙ୍ଗ ଦଳ ଧରିଲା ବୋଲେରୋରେ ଥିବା ୧୧ ବାଛୁରୀ

ଚାଲାଣ ବେଳେ ବଜରଙ୍ଗ ଦଳ ଧରିଲା ବୋଲେରୋରେ ଥିବା ୧୧ ବାଛୁରୀ

ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ

ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା

୩ ମାସ ପରେ ଫେରୁଥିଲେ ଘରକୁ, ଅଧା ରହିଗଲା ସ୍ୱପ୍ନ

କୋଲକାତାରେ ରହୁଥିଲେ, ଟ୍ରାନ୍ସପୋର୍ଟ ବ୍ୟବସାୟ ସମ୍ଭାଳୁଥିଲେ ।

ବସଷ୍ଟାଣ୍ଡ ନିକଟରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବସଷ୍ଟାଣ୍ଡ ନିକଟ ମାର୍କେଟ କମ୍ପ୍ଲେକ୍ସ ଦୋକାନ ସଟର ଷ୍ଟାଣ୍ଡରେ ଝୁଲୁଛି ମୃତଦେହ ।

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି।