କାଲି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ
ପାଟଣାଗଡ଼ ଡାକ୍ତରଖାନା କାର୍ଯ୍ୟକ୍ରମ ଓ ପରେ ବଲାଙ୍ଗିର ଆସି ସର୍କିଟ ହାଉସର ନୂତନ କୋଠାର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ଆସନ୍ତା କାଲି ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ବେଲପଡା ବ୍ଲକ କ୍ରିକେଟ ପଡିଆ ରେ ଅପର ଲାନ୍ତ ଜଳ ସେଚନ ପ୍ରକଳ୍ପର ଶିଳାନ୍ୟାସ କରିବେ ।
ପରେ ପାଟଣାଗଡ଼ ଡାକ୍ତରଖାନା କାର୍ଯ୍ୟକ୍ରମ ଓ ପରେ ବଲାଙ୍ଗିର ଆସି ସର୍କିଟ ହାଉସର ନୂତନ କୋଠାର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।