ପତ୍ନିଙ୍କୁ ନିର୍ଯ୍ୟାତନା: ଡାକ୍ତର ଗିରଫ

ପତ୍ନିକୁ ଯୌତୁକ ନିର୍ଯ୍ୟାତନା,ଭିଡିଓ ଭାଇରାଲ ଅଭିଯୋଗ । ଅଭିଯୁକ୍ତ ଡାକ୍ତର ସ୍ୱାମୀଙ୍କୁ ଗିରଫ କଲା ଭଞ୍ଜପୁର ଥାନା ପୋଲିସ

ପତ୍ନିଙ୍କୁ ନିର୍ଯ୍ୟାତନା: ଡାକ୍ତର ଗିରଫ

ପତ୍ନିକୁ ଯୌତୁକ ନିର୍ଯ୍ୟାତନା,ଭିଡିଓ ଭାଇରାଲ ଅଭିଯୋଗ । ଅଭିଯୁକ୍ତ ଡାକ୍ତର ସ୍ୱାମୀଙ୍କୁ ଗିରଫ କଲା ଭଞ୍ଜପୁର ଥାନା ପୋଲିସ । ଅଭିଯୁକ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଥିବା ସୂଚନା । ଗତ ୨୦ରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ଡାକ୍ତରଙ୍କ ପତ୍ନୀ ।