ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ସସପେନ୍ସ
ସମ୍ବଲପୁରୀ ଅଭିନେତ୍ରୀ ରୁକସାନା ବାନୁଙ୍କ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ

ସମ୍ବଲପୁରୀ ଅଭିନେତ୍ରୀ ରୁକସାନା ବାନୁଙ୍କ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ | ମୃତ୍ୟୁ ପୂର୍ବରୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ତାଙ୍କ ମାଁ | ମୃତ୍ୟୁ ଘଟଣାରେ ସିଙ୍ଗର ରୁକୁ ସୁନାକୁ ଦାୟୀ କଲେ ମୃତ ରୁକସାନାଙ୍କ ମା ।
ଦୁଇ ମାସ ଧରି ରୁକୁ ସୁନା ନିର୍ଯ୍ୟାତନା ଦେଇ ଆସୁଥିବା ରୁକସାନାଙ୍କ ମାଁ ସୋସିଆଲ ମଡିଆରେ କହିଛନ୍ତି ।