ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ର ଶରତ ବଳାସିଂହ ଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ମାଁ ରାମଚଣ୍ଡୀ ବଜାର କମିଟି ର ଜଣେ ଦୋକାନୀ ଶରତ ବଳାସିଂହ(୬୨) ବୟସରେ ମୃତୁ ବରଣ କରିଛନ୍ତିି l ଏହି ଖବର ସବୁ ଦୋକାନୀ ଙ୍କ ଆଖି ରେ ଲୁହର କାରଣ ସାଜିଛି l
ସତରେ ସିଏ ଜଣେ ବହୁତ ଭଲ ଏବଂ ପର ଉପକାରୀ ମଣିଷ ଥିଲେ, ନା ତାଙ୍କ ମନରେ ଛନ୍ଦ କପଟ ଥିଲା ନା ଇର୍ଷା କିଛି ବି ନଥିଲା ତାଙ୍କୁ ଆଜି ହରାଇ ସମସ୍ତ ଦୋକାନୀ ଙ୍କ ମନରେ ଦୁଃଖ ର ଛାୟା ଖେଳିଯାଇଛି l
ତାଙ୍କ ପାଇଁ ଶୋକସଭା ସହିତ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ପ୍ରଭୁ ତାଙ୍କ ପରିବାର କୁ ସବୁବେଳେ ଭଲରେ ରଖନ୍ତୁ ଏହି କାର୍ଯ୍ୟକ୍ରମ ରେ ବଜାର ର ସଭାପତି ରଂଜିତ ପାଟ୍ଟଶାଣୀ,ଉପସଭାପତି ଜାଗେଶ୍ୱର ପାଇକରାୟ ଏବଂ ସମସ୍ତ ଦୋକାନୀ ବନ୍ଧୁ ଉପସ୍ଥିତ ରହିଥିଲେ l
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ