Life Style

ତୁଳସୀ ପତ୍ରର ଉପକାରିତା

ତୁଳସୀ ଗଛ ପତ୍ରଠାରୁ ଆରମ୍ଭ କରି ଏହାର ଚେର ପର୍ଯ୍ୟନ୍ତ, ଏହା ଅତ୍ୟନ୍ତ ଉପଯୋଗୀ

ଆସନ୍ତୁ ଜାଣିବା ଚର୍ମ ରୋଗ ର ପ୍ରତିକାର

ଶରୀରର ତ୍ଵଚା ସୁନ୍ଦର ଓ ଚମକଦାର ସବୁବେଳେ ରହିଥାଉ ବୋଲି ସମସ୍ତେ ଇଛା କରିଥାନ୍ତି ।

ସକାଳୁ ଉଠିବା ପରେ କରନ୍ତୁ ନାହିଁ ଏହି ୫ଟି କାମ

ସକାଳୁ ଉଠି ଏହି କାମ କରନ୍ତୁ । ଯାହା ଆପଣଙ୍କ ଶରୀର ପାଇଁ ବହୁତ ଭଲ

ପେଟ ପାଇଁ ଭଲ ହୋଇଥାଏ ଏହି ୫ଟି ଜିନିଷର ପାଣି

ରୋଷେଇ ଘରେ ଅନେକ ମସଲା ଏବଂ ଔଷଧୀୟ ଜିନିଷ ମିଳିଥାଏ । ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ

୧୪୦୦ ଟଙ୍କା କମିଲା ସୁନା ଦର

ଗ୍ରାହକଙ୍କ ପାଇ ଖୁସି ଖବର । କମିଲା ସୁନା ଓ ରୂପା ଦର

ଗ୍ରୀଷ୍ମର ତାତିରୁ ମୁହଁକୁ ଥଣ୍ଡା ରଖିବା ନେଇ ଜାଣନ୍ତୁ ୫ ଘରୋଇ ଟିପ୍ସ

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଛି ଏବଂ ପ୍ରବଳ ସୂର୍ଯ୍ୟ ତାପ ସାଙ୍ଗକୁ ଝାଞ୍ଜିରେ ଚର୍ମରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ।

ନିର୍ବାଚନ ପରେ ମହଙ୍ଗା ହେବ ମୋବାଇଲ୍ ଡାଟା ପ୍ୟାକ୍

ଲୋକସଭା ନିର୍ବାଚନ ପରେ ମହଙ୍ଗା ହେବ ମୋବାଇଲ୍ ଡାଟା ପ୍ୟାକ୍

ଆସନ୍ତୁ ଜାଣିବା କେଉଁ ଭିଟାମିନ କମ ହେଲେ କେଉଁ ରୋଗ ହୁଏ

ଆସନ୍ତୁ ଜାଣିବା କେଉଁ ଭିଟାମିନ କମ ହେଲେ କେଉଁ ରୋଗ ହୁଏ

ସୁନ୍ଦର ତ୍ଵଚା ଓ କେଶ ପାଇଁ ଅଁଳା

ପ୍ରତିଦିନ ଅଁଳା ଖାଇବା ଏକ ଭଲ ଅଭ୍ୟାସ। କାରଣ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ ଯାହାକି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଦୂରେଇ ରଖିବାରେ ବେଶ୍‌...

ସାବଧାନ ଖାଲି ପେଟରେ ରସୁଣ, ହୋଇପାରେ ଘାତକ

ଭାରତୀୟ ଖାଦ୍ୟରେ ରସୁଣର ମହତ୍ତ୍ୱ ଆମକୁ କହିବାର କୌଣସି ଆବଶ୍ୟକତା ନାହିଁ ।

ଶରୀର ପାଇଁ ବେଶ୍ ଲାଭଦାୟକ ଅଟେ ଲାଉ

ଶରୀର ପାଇଁ ବେଶ୍ ଉପକାରୀ ପରିବା । କିନ୍ତୁ ଏମିତି କିଛି ପନିପରିବା ରହିଛି ଯାହା ଶରୀର ପାଇଁ ରାମବାଣ ସଦୃଶ୍ୟ ।

ପ୍ରେମ ସପ୍ତାହ ଆରମ୍ଭ

ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ । ୭ ଫେବୃଆରୀରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ ସପ୍ତାହ ପାଳନ କରୁଛନ୍ତି ପ୍ରେମୀ ଯୁଗଳ ।

ଡାଇବେଟିସ ରୋଗୀ ଭୁଲ ରେ ବି ଏହି ୪ଟି ଫଳ ଖାଆନ୍ତୁ ନାହିଁ

ଡାଇବେଟିସ ବର୍ତ୍ତମାନ ସମୟରେ ଏକ ସାଧାରଣ ରୋଗ ହୋଇଥିବା ବେଳେ ଲୋକେ କିନ୍ତୁ ଖାଦ୍ୟର ଚୟନରେ ଅଧିକ ଦ୍ବନ୍ଦରେ ପଡିଥାନ୍ତି ।

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ଖଜୁରୀରେ ଥିବା ସେଲୋନିୟମ, ମାଙ୍ଗାନିଜ୍‌ ଓ କପର୍‌ ବିଭିନ୍ନ ରୋଗରୁ ଶରୀରକୁ ସୁରକ୍ଷା ଦେଇଥାଏ।

ଆସନ୍ତୁ ଜାଣିବା କଞ୍ଚା କଦଳୀର ଉପକାରିତା

ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଦିନ ତମାମ ଶରୀରକୁ ଫୂର୍ତ୍ତି ରଖିଥାଏ।