Posts
ଆସନ୍ତାକାଲି ଓଡ଼ିଶାର ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ...
ଆସନ୍ତାକାଲି ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି କରିଛନ୍ତି ।
ଓଡ଼ିଶା ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଓଡିଶାରେ ଚତୁର୍ଥ ପର୍ଯ୍ୟlୟ ସାଧାରଣ ନିର୍ବାଚନ ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବା ନିମନ୍ତେ ରାଜ୍ୟ...
ଶେଷ ହେଲା ପ୍ରଚାର, ଜୁନ୍ ୧ତାରିଖରେ ଭାଗ୍ୟ ପରିକ୍ଷା
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ; ଜୁନ୍ ୧ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ପୁରୀରେ ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଭୟଙ୍କର...
ପୁରୀରେ ଚନ୍ଦନ ଯାତ୍ରା ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳବେଳେ ଭୟଙ୍କର ବାଣ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...
ସିବିଏସଇ ପରୀକ୍ଷାଫଳ ରେ ପାରାଦୀପ ଦିଲ୍ଲୀ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ...
ସିବିଏସଇ ବାର୍ଷିକ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ , ଉଲ୍ଲେଖନୀୟ ସଫଳତା ହାସଲ କଲେ ଦିଲ୍ଲୀ ପବ୍ଲିକ ସ୍କୁଲ ପାରାଦୀପ ରିଫାଇନାରି ଛାତ୍ରଛାତ୍ରୀ
ଲୋକପ୍ରିୟତା ର ଶୀର୍ଷ ରେ ଆଶ୍ରିତ ପଟ୍ଟନାୟକ ଙ୍କ ନିର୍ବାଚନ ପ୍ରଚାର,...
ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ରେ ଏବେ ବେଶ୍ ଲୋକପ୍ରିୟତା ହାସଲ କରିଛି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କ ନିର୍ବାଚନ ପ୍ରଚାର।
ଇଫକୋ ଓ ପିପିଏଲ କୁ ଗ୍ରାସିଛି ଆଇଓସିଏଲ୍ ସଂକ୍ରମିତ ରୋଗ
ଆଇଓସିଏଲ୍ ରେ ସଂକ୍ରମିତ ରୋଗ " ପ୍ରୋଟେକ୍ସନ୍ " ଏବେ ପିପିଏଲ ଓ ଇଫକୋ ରେ ପୁରା ମାତ୍ରାରେ ଗ୍ରାସିଲାଣି
ଗଞ୍ଜାମରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ଗଞ୍ଜାମ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେଡିର ଷ୍ଟାର୍ କ୍ୟାମ୍ପେନର୍ କାର୍ତ୍ତିକ ପାଣ୍ଡିଆନ।
ଅଳ୍ପକେ ବର୍ତ୍ତିଲେ ସୁଷମା ଅନ୍ଧାରେ
ଶିବସେନା (ଉଦ୍ଧବ ଦଳ) ନେତା ସୁଷମା ଅନ୍ଧାରେଙ୍କ ପାଇଁ ଆସିଥିବା ହେଲିକପ୍ଟରଟି ମହାରାଷ୍ଟ୍ରର ମହାଡ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି
ଏକା ସାଙ୍ଗେ ପ୍ରକାଶ ପାଇବ ସବୁ ବିଭାଗର ରେଜଲ୍ଟ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ
ମାନବିକତା ହରାଇଲା ବ୍ୟାଙ୍କ୍, ସମୟ ନ ଦେଇ ବଳପୂର୍ବକ ବେଦଖଲ
ମାମଲା କୋର୍ଟରେ ଥିବା ସତ୍ତ୍ଵେ ପୋଲିସ୍ ଲଗାଇ ବଳପୂର୍ବକ ଋଣ ଗ୍ରହୀତା ଙ୍କୁ ଘରୁ ବେଦଖଲ କରିବା ଉଦ୍ୟମ । ୪ଟି ଟ୍ରକ୍ ଲଗାଇ ଆସବାବପତ୍ର ବୋହି ନେଲେ, ଗୋଟିଏ...
ପାରାଦୀପର ଚୋରା ପାନୀୟଜଳ ବିକ୍ରି, ପ୍ରଥମକରି ଜିଲ୍ଲା ପ୍ରଶାସନ ପକ୍ଷରୁ...
୧୯ ଟି ଜାଗାରେ ପାଣି ଉତ୍ତୋଳନ ଓ ବେଆଇନ ବିକ୍ରି ଚିହ୍ନଟ। ୫ ଟି ବିଶୋଧନ ସ୍ଥାନରୁ ପାଣିର ନମୁନା ସଂଗ୍ରହ ଓ ନୋଟିସ ଜାରୀ କରାଯାଇଛି।








