Koraput
ଭାଲୁ ହାବୁଡ଼ରେ ପଡ଼ିଗଲେ ଯୁବକ
ଶ୍ୱଶୁର ଘରୁ ଫେରୁଥିଲେ ଯୁବକ। ବାଟରେ ଭାଲୁମାନଙ୍କ ହାବୁଡ଼ରେ ପଡ଼ିଗଲେ ଯୁବକ
ପ୍ରବାସୀ ଭାରତୀୟ ସମ୍ମିଳନୀରେ କୋରାପୁଟ କଫି ପିଇବେ ଅତିଥି
ବ୍ରାଜିଲ ଓ କାରବିଆନ କଫିକୁ ଲୋକେ ଭୁଲି ଓଡିଶା କଫିକୁ ସମସ୍ତେ ଗ୍ରହଣ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ।
କୋରାପୁଟ ଗସ୍ତରେ ପାଣ୍ଡିଆନ୍
କୋରାପୁଟ ଗସ୍ତରେ ଭି.କେ ପାଣ୍ଡିଆନ୍
କୋରାପୁଟ ଜିଲ୍ଲାର ଲୋକାର୍ପିତ ହେଲା ସେମିଳିଗୁଡା ବସଷ୍ଟାଣ୍ଡ
କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ନିର୍ମାଣଧିନ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି।
ବୋରିଗୁମ୍ମା ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ...
କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ...
ପାତାଳି ନଦୀରେ ଡଙ୍ଗାବୁଡ଼ି ଘଟଣା
କୋରାପୁଟରେ ପାତଳୀ ନଦୀରେ ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା ୪ ଜଣଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି ।
କୋରାପୁଟ ଗସ୍ତରେ ରାଜ୍ୟପାଳ
ରାଜ୍ୟପାଳ ରଘୁବର ଦାସ କୋରାପୁଟ କଫି ବୋର୍ଡ଼ ବୁଲି ଦେଖିବା ସହିତ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି
କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିଲା, ଉପକୃତ ହେବେ ୧୩ ଲକ୍ଷ ଲୋକ
ଘାଟିରୁ କାର ଖସି ୩ ମୃତ
ଘାଟିରୁ କାର ଖସି ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ I କୋରାପୁଟ ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟିରେ ଘଟିଛି ଏହି ଅଘଟଣ ।
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଡ଼ି ହେବେ ଆଉ ୩ଟି ଜିଲ୍ଲା
ଆଜି କୋରାପୁଟ, ନୂଆପଡ଼ା ଓ ଯାଜପୁର ଜିଲ୍ଳାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରାଯିବ
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର୍ ଜବତ
ଦଶହରା ରାତିରେ ଫୁଟିଲା ଗୁଳି
ପୁଣି ଥରେ ଅଶାନ୍ତ ହେଲା ଜୟପୁର । ଦଶହରା ରାତିରେ ଫୁଟିଲା ଗୁଳି
‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ : କୋରାପୁଟରେ ବସ୍ ଧର୍ମଘଟ
‘ଲକ୍ଷ୍ମୀ’ଯୋଜନାକୁ ବିରୋଧ କରି ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିବ
୫-ଟି ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର, ୨୦ କୋଟି ଟଙ୍କା...
କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି
ଗୁଣିଗାରେଡ଼ି ସନ୍ଦେହରୁ ପରିବାର ଛାରଖାର
ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲା ମୁଣ୍ଡ । ଅନ୍ଧବିଶ୍ୱାସରୁ ରକ୍ତପାତ ହେବା ସହ ଛାରଖାର ହୋଇଗଲା ପରିବାର ।
ଆଉ ଏକ ସଡକ ଦୁର୍ଘଟଣା: ପଟାଙ୍ଗୀ ନିକଟରେ କାର୍ -ଟ୍ୟାଙ୍କର ମୁହାଁମୁହିଁ,...
ଆଜି ରାଜ୍ୟରେ ଆଉ ଏକ ସଡକ ଦୁର୍ଘଟଣା । କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପୁଣି ଦୁର୍ଘଟଣାରେ ଗଲା ୩ଜୀବନ
କାରକୁ ଧକ୍କା ଦେଲା ଟ୍ୟାଙ୍କର : ଘଟଣାସ୍ଥଳରେ ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ, ବାପା, ମା ଓ ଝିଅ ଚାଲିଗଲେ ଆର ପାରିକୁ
କୋରାପୁଟ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମଡ଼
କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ଗାଡ଼ିକୁ ମଙ୍ଗଳବାର ଅଣ୍ଡାମାଡ଼ ହୋଇଛି।