Puri
ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶ୍ରୀମନ୍ଦିରରେ ସର୍ବସାଧାରଣ...
ସେଠାରୁ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ପୁରୀରେ ପାଳିତ ହେବ ନୌସେନା ଦିବସ
ଏୟାର ସୋ’ ଅନୁଷ୍ଠିତ ହେଉଥିବା ସମୟରେ ସଂପୃକ୍ତ ଅଞ୍ଚଳରେ ପକ୍ଷୀମାନେ ଉଡିବା ଦ୍ୱାରା ବିମାନଗୁଡିକ ପାଇଁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଥାଏ।
ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଅଳଙ୍କାର ଗଣତି
ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଶନିବାରଠାରୁ ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ
ଶ୍ରୀମନ୍ଦିର ନାଟମଣ୍ଡପ ଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ଅଛି।
ଶ୍ରୀମନ୍ଦିରକୁ ପଶିଲେ ଅଣହିନ୍ଦୁ ମହିଳା
ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦରରେ ପୁଣି ଜଣେ ବିଦେଶିନୀ ପ୍ରବେଶ ଉଦ୍ୟମ କରିଛନ୍ତି
ରତ୍ନଭଣ୍ଡାରକୁ ନେଇ ଆଇନମନ୍ତ୍ରୀଙ୍କ ବଡ ବୟାନ
ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି
କାଠ ବଦଳରେ ଗୋବର ଘସିରେ ହେବ ଶବଦାହ
ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ
ଶ୍ରୀକ୍ଷେତ୍ରର ପରିବେଶ ଆଜି ସମ୍ପୂର୍ଣ୍ଣ ଖାଁ ଖାଁ
ବାତ୍ୟା ଦାନା ପ୍ରଭାବରେ ଶ୍ରୀକ୍ଷେତ୍ରର ପରିବେଶ ଆଜି ସମ୍ପୂର୍ଣ୍ଣ ଖାଁ ଖାଁ
ଚକିତ ପର୍ଯ୍ୟଟକ; ରାତିରେ ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ପକ୍ଷୀ
ରାତିରେ ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ପକ୍ଷୀ
ଏଣିକି ମାଗଣା ମିଳିବ ମହାପ୍ରସାଦ
ଭକ୍ତଙ୍କୁ ମାଗଣା ଅବଢା ମିଳିବା ଘୋଷଣା ହେବା ପରେ ପୁରା ରାଜ୍ୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରୁ ସ୍ଵାଗତ କରାଯାଉଛି ।
ସ୍କୁଲ ଛୁଟି ଘୋଷଣା କଲେ ପୁରୀ ଜିଲ୍ଲାପାଳ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି
୨୩ ତାରିଖ ଯାଏଁ ରତ୍ନଭଣ୍ଡାର ଯାଞ୍ଚ ଜାରି ରହିବ
ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆଜିଠାରୁ ଯାଞ୍ଚ ଆରମ୍ଭ ହୋଇଛି
ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏସ୍ଓପି ଅନୁସାରେ ଏହି ସର୍ଭେ କରାଯିବ ।
ପୁରୀରେ ମିଳିବନି ମଦ
ରାଜ୍ୟରେ ପ୍ରଥମ ଥର ସରକାର କରିବା ପରେ ନିଜସ୍ୱ ଅବକାରୀ ନୀତି ଆଣିଛନ୍ତି ମୋହନ ସରକାର
ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ମହାବିଭ୍ରାଟ
ଏତେ ଦିନ ଧରି କିଭଳି ଲୁହା କଡେଇରେ ଚାଲିଥିଲା ଅନ୍ନ ପ୍ରସ୍ତୁତି? ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏ ବାବଦରେ ଖବର ନଥିଲା କି? ଯଦି ଖବର ଥିଲା ତେବେ କାହିଁକି ଚୁପ୍...
ପୁରୀରେ ପ୍ରବଳ ବର୍ଷା; ଡଦାଣ୍ଡରେ 3 ଫୁଟ୍ ଉଚ୍ଚର ପାଣି
ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ପୁରୀରେ ଜୀବନଯାତ୍ରା ବେହାଲ । ସବୁଠି ଲହଡି ମାରୁଛି ବର୍ଷା ଜଳ
ସମୁଦ୍ର ମଝିରେ ଭାସୁଛି କଣ୍ଟେନର
ଏହି କଣ୍ଟେନରଟିକୁ ପେଣ୍ଠକଟା ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ୩୨ ଜଣ ବିଦା, ଅବସର ପରେ ମିଳିଥିଲା...
ଥଇଥାନ କେନ୍ଦ୍ର ପାଲଟିଥିଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ
ଶ୍ରୀମନ୍ଦିର ପାଇଁ ୩୮୬ କୋଟିର ବଜେଟ୍
ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଗୁରୁବାର ଅର୍ଥ ସବ୍-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି