ଗଣେଶ ମୂର୍ତ୍ତି ଭାଙ୍ଗିଦେଲେ ଗଜାନନ
ହାତୀପଲ ପାଇଁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ମୂର୍ତ୍ତି କାରିଗର ଅଭିଯୋଗ କରିଛନ୍ତି

ହାତୀପଲ ପାଇଁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ମୂର୍ତ୍ତି କାରିଗର ଅଭିଯୋଗ କରିଛନ୍ତି । ହାତୀ ପ୍ରସ୍ତୁତ ହୋଇ ରହିଥିବା ସମସ୍ତ ଗଣେଶ ମୂର୍ତ୍ତିର ମୁଣ୍ଡ ଭାଙ୍ଗି ଦେଇଛି ।