ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିପାରିନି ପତିତପାବନ ବାନା
ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିପାରିନି ପତିତପାବନ ବାନା
ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିପାରିନି ପତିତପାବନ ବାନା l ଦଇତା-ଚୁନରା ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ଲାଗିପାରିନି ବାନା lପ୍ରତିଦିନ ସଂଧ୍ୟାରେ ନୀଳଚକ୍ରରେ ଲାଗିଥାଏ ପତିତପାବନ ବାନା l








