Posts

Puri

ରତ୍ନଭଣ୍ଡାରକୁ ଜଗିଛନ୍ତି କି ଲୋକନାଥ ଆସନ୍ତୁ ଜାଣିବା

୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବ।ପରେ କମିଟି ସଦସ୍ୟ ଭିତରକୁ ଯିବେ ।

State

୩ ଲକ୍ଷ ପାଇଁ କରିଥିଲେ ଅପହରଣ ନିଜକୁ

ନିଜ ନାଟକରେ ନିଜେ ନାୟକ

State

ଶେଷ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍

ଶେଷ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ । ପ୍ରାକ ବଜେଟ ଶେଷ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟ । କହିଲେ ସାଧାରଣ ଜନତାଙ୍କ...

State

ଆସିବ ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍

ଆସିବ ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍

Politics

ବିଜେଡିର ପରାଜୟ ନେଇ ବିସ୍ଫୋରକ ବୟାନ ଦେଲେ ନୃସିଂହ ସାହୁ

ବିଜେଡିର ପରାଜୟ ନେଇ ବିସ୍ଫୋରକ ବୟାନ ଦେଲେ ନୃସିଂହ ଚରଣ ସାହୁ

State

ଫାଓର ସଭାପତି ହେଲେ ସମୀର ଦେ

ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ସଭାପତି ହେଲେ ସମୀର ଦେ ।

Politics

୨୫ ବର୍ଷ ପରେ କଡ଼ ଲେଉଟାଇଲା ଓଡ଼ିଶା ରାଜନୀତି

୨୫ ବର୍ଷ ପୁରୁଣା ନବୀନ ସରକାରର ପତନ ପରେ ଅଢ଼େଇ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଦେଖିଥିଲା ନୂଆ ନେତୃତ୍ୱ। ବିଜେଡିକୁ ହଟାଇ ଶପଥ ନେଲା, ବିଜେପି ସରକାର

Life Style

ସକାଳୁ ଉଠିବା ପରେ କରନ୍ତୁ ନାହିଁ ଏହି ୫ଟି କାମ

ସକାଳୁ ଉଠି ଏହି କାମ କରନ୍ତୁ । ଯାହା ଆପଣଙ୍କ ଶରୀର ପାଇଁ ବହୁତ ଭଲ

National

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା

ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସ୍କୁଲରେ ପଢୁଥିବା ୩ ଜଣ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି

Politics

ମଧୁବାବୁ ପେନସନ ନେଇ ସରକାର ଦେଲେ ଏହି ନିର୍ଦ୍ଦେଶ

ଏହି ବୈଠକରେ ମାସିକ ଭତ୍ତା ବୃଦ୍ଧି ନେଇ ପ୍ରାରମ୍ଭିକ ବିଚାରବିମର୍ଶ ହୋଇପାରେ ବୋଲି ଜଣାପଡ଼ିଛି ।

State

୨୦୨୫ ଶେଷ ସୁଦ୍ଧା ସରିବ ପିପିଏଲ୍ ସମ୍ପ୍ରସାରଣ କାର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କୁ...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାରାଦୀପ ଫସଫେଟ୍ ଲିମିଟେଡ୍ (ପିପିଏଲ୍)ର ପରିଚାଳନା ନିର୍ଦ୍ଦେଶକ ସୁରେଶ କ୍ରିଷ୍ଣନ ସାକ୍ଷାତ କରି ଏହି ସୁଚନା ଦେଇଛନ୍ତି

Politics

କିଏ ପାଇବ କିଏ କଟିବ

ମନ୍ତ୍ରୀ କହିଛନ୍ତି, ଭୂତ ହିତାଧିକାରୀଙ୍କ ଚିହ୍ନଟ ଚାଲିଛି । ଏହି ମାସ ଶେଷ ଶୁଦ୍ଧା ଭୂତ ହିତାଧିକାରୀଙ୍କ ଚିହ୍ନଟ ଶେଷ ହେବ ।

Puri

ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି

ଶ୍ରୀମନ୍ଦିରକୁ ଫେରିବେ ମହାବାହୁ , ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି

Bhubaneswar

ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ସପ୍ତମ ବାଟାଲିୟନର ସିପାହୀ ଦୁର୍ଯ୍ୟୋଧନ ମହାନ୍ତି

State

ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ବର୍ଷା

ଆଗ ପଛ ହୋଇ ଦୁଇଟି ଲଘୁଚାପ ଦାନା ବାନ୍ଧିପାରେ ବଙ୍ଗୋପସାଗରରେ । ଏହା ପ୍ରଭାବରେ ବର୍ଷା ପ୍ରକୋପ ବଢ଼ିବା ସମ୍ଭାବନା ଅଛି ।

National

ଆଜି କେଜ୍ରିୱାଲ ଙ୍କ ପିଟିସନର ରାୟ ଶୁଣାଣି

ଅରବିନ୍ଦ କେଜ୍ରିୱାଲ କରିଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ପ୍ରକାଶ କରିବେ

National

ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଅନୁଭବ କରିବାରୁ ଗତକାଲି ତାଙ୍କୁ ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗର ପ୍ରାଇଭେଟ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି।