Jajpur

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁଲିସ ଡିଜି ୱାଇ. ବି ଖୁରାନିଆ

ଜେଲ୍ ଗଲେ ୧୦ ଅଭିଯୁକ୍ତ : ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା

ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି

ବିଜେଡି ଗୁଣ୍ଡାରାଜରେ ଭୟଭୀତ: ହିମାଂଶୁ

ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ପୁଣି ଥରେ ନିନ୍ଦା କରିଛନ୍ତି

ଡ୍ରାଇଭରର ଅବହେଳାରୁ ଘଟିଛି ବସ୍‌ ଦୁର୍ଘଟଣା

ବସ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀ

ଯାଜପୁର ଆସି ବିକାଶ ଦେଖବାକୁ ବିରୋଧୀଙ୍କୁ ଆହ୍ବାନ ଦେଲେ କାର୍ତ୍ତିକ...

 ଯାଜପୁର କୁସୁମାରୁ ବିରୋଧୀଙ୍କୁ ମାରିଲେ ବାଣ। ସାଧାରଣ ସଭାରେ ଯୋଗ ଦେଇ ବିରୋଧୀ ବିଜେପିକୁ କଡ଼ା ସମାଲୋଚନା କଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଫାଇଭ-ଟି ସଚିବଙ୍କ ଯାଜପୁର ଗସ୍ତ

ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି

ମହିଳାଙ୍କୁ ଖାଇଦେଲା କୁମ୍ଭୀର

ମହିଳାଙ୍କୁ ଟାଣିନେଇ କୁମ୍ଭୀର ଖାଇଦେଇଥିବା ସୂଚନା ମିଳିଛି।

ରସୁଲପୁରରେ ଦାବିଗଲା ପୋଲ

ଅଳ୍ପକେ ବର୍ତ୍ତିଲେ ଲୋକେ , ବାଲେଶ୍ୱର ଓ ଯାଜପୁରରୁ କଟକ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ

ପରକୀୟା ପ୍ରୀତି: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ

ସ୍ତ୍ରୀର ପରକୀୟା ପ୍ରୀତି ନେଇ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡ କଇଁଚି ନିକଟ ବାଲିସାହି...

ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୪ ମୃତ, ୪ ଗୁରୁତର

ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍‌ରେ କଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

କାହା ପ୍ରୋତ୍ସାହନ ରେ ଚାଲିଛି ଖଣି ଚୋରୀ

ବିଛାଖଣ୍ଡିରେ ଲିଜଖଣି ବଦଳରେ ବେଆଇନ ଖଣିରୁ କୋଟିକୋଟି ଟଙ୍କାର ପଥର ଚୋରି କରୁଛନ୍ତି ଲିଜଧାରୀ : ପ୍ରୋତ୍ସାହନ ଦେଉଛି କିଏ ??

କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ

ଧରାପୁର୍ ପଞ୍ଚାୟତ ର ନାଥପୁର୍ ରେ ଥିବା ମହାପୁରୁଷ କ୍ଲବ ଓ ଜିଲ୍ଲା ପରିଷଦ ଅଶୋକ ସାମଲ ଙ୍କ ମିଳିତ ସହଯୋଗରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଗାଧୋଇବା ବେଳେ ନଦୀରେ ବୁଡ଼ି ଦୁଇ ଯୁବକ ମୃତ

ଯାଜପୁର ବଡ଼ଚଣା ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକ ମୃତ

ଯାଜପୁର ରୋଡରେ ସୋ ରୁମ୍ ଲୁଟ କଲେ ଡକାୟତ

୭ ଜଣିଆ ଡକାୟତ ଆସି ଲୁଟିନେଲେ ସୋ ରୁମ୍ ।

ଟଙ୍କା ପାଇଁ ମା’କୁ ପୋଡ଼ି ଦେଲା ପୁଅ

ଦେଢଲକ୍ଷ ଟଙ୍କା ମାଗିଥିଲେ ମା’ ନଦେବାକୁ ନିଆଁ ଲଗାଇ ମା’କୁ ମାରି ଦେଇଛି ବଡ ପୁଅ

ପୋଡୁଚାଷ ପାଇଁ ଜଙ୍ଗଲ କଟା ଆରମ୍ଭ

ସୁକିନ୍ଦା ବନାଞ୍ଚଳ ଅଧୀନ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ଜଙ୍ଗଲକୁ ଜୁଆଙ୍ଗମାନେ ପୋଡୁଚାଷ ପାଇଁ ବ୍ୟବହାର କରୁଛନ୍ତି।