Bargarh

ସ୍ତ୍ରୀକୁ ଛୁରି ମାରି ଆତ୍ମହତ୍ୟା କଲା ସ୍ୱାମୀ

ମୃତକ ହେଲେ କିଶୋର ଭୁଏ ଓ ସ୍ତ୍ରୀ ସୁନିତା ଭୁଏ। ଭଟଲି ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆଜି ଲୋକାର୍ପଣ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ

ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ତଥା ସଂଲଗ୍ନ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବହୁ ଦିନର ଅପେକ୍ଷା ପରେ ପୁରଣ ହେବାକୁ ଯାଉଛି ବରଗଡବାସୀଙ୍କ ସ୍ଵପ୍ନ ।

ଦନ୍ତା ଆକ୍ରମଣରେ ଚାଲିଗଲା ୨ ଜୀବନ

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଜାନୁଆରୀ ୧୫ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଜାନୁଆରୀ ୧୫ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ମଦ ନିଶାରେ ନିଜ ସିନ୍ଦୁର ନିଜେ ପୋଛିଦେଲା ସ୍ତ୍ରୀ

ନିଶାସକ୍ତ ଅବସ୍ଥାରେ ସ୍ୱାମୀକୁ ହତ୍ୟା କରିଥିଲା ସ୍ତ୍ରୀ ।

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ବରଗଡ଼ ଜିଲ୍ଲା ବରପାଲି ବ୍ଳକ କନବାର ଗାଁ ଗାନ୍ଧିପଲ୍ଲୀ କଲୋନୀ ଠାରେ ଏକ ଘର ଛାତ କାମ ଚାଲିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି

ଟ୍ରକକୁ ପଛପଟୁ ଧକ୍କାଦେଲା କାର: ଜଣେ ମୃତ, ୨ ଗୁରୁତର

ବରଗଡ଼ ଜିଲ୍ଲା ବଲାଙ୍ଗୀର-ବରଗଡ଼ ଜାତୀୟ ରାଜପଥ ନଂ ୨୬ ମହଦା ନିକଟ ନେହେରୁନଗର ଠାରେ ରାସ୍ତା କଡ଼ରେ ଛିଡ଼ା ଥିବା ଏକ ଟ୍ରକକୁ ଏକ କାର ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ...

ପଞ୍ଚଭୂତରେ ଲୀନ ହେଲେ ସହିଦ୍ ନୀଳାଞ୍ଚଳ ପଟେଲ

ବୀର ପୁଅକୁ ଅଶ୍ରୁଳ ବିଦାୟ

ସୁନଗହଣା ଦୋକାନରୁ ଡକାୟତି ଉଦ୍ୟମ ପଣ୍ଡ: ବନ୍ଧୁକ ସହ ଜଣେ ଗିରଫ

ବରଗଡ଼ ସହରର ବେସରକାରୀ ବସଷ୍ଟାଣ୍ଡ କେନାଲ ନିକଟରେ ଥିବା ଏକ ସୁନା ଗହଣା ଦୋକାନରୁ ସଶସ୍ତ୍ର ଡକାୟତି ଉଦ୍ୟମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି

ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ...

ବରଗଡ଼ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀ ମାନଙ୍କ ପାଇଁ...

ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ...

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ଯୋଗ ଦାନ କରିଥିଲେ।

ସାକାର ହେବ ସ୍ବପ୍ନ- ଚଳିତ ମାସରୁ ଗଙ୍ଗାଧର ସେଚ ପ୍ରକଳ୍ପର ଟେଷ୍ଟ...

ଏହି ବୃହତ ପ୍ରକଳ୍ପ ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବାକୁ ଯାଉଥିବା ନେଇ ସପ୍ତାହେ ତଳେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଘୋଷଣା ପରେ ଚାଷୀଙ୍କ...

ବିପୁଳ ପରିମାଣର ବିଦେଶୀ ମଦ ଜବତ, କପଡା ବ୍ୟବସାୟୀଙ୍କ ପୁଅ ଗିରଫ

ବରଗଡ଼ ଗ୍ରାମାଞ୍ଚଳ ଥାନା ତରଫରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ଜଣେ ଯୁବକ ଗିରଫ କରାଯାଇଛି

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବରଗଡ଼ ଜିଲ୍ଲା ଝରବନ୍ଧ ଜାମପାଳିରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଛି ।

ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ଟ୍ରେନ୍

ବାହାନଗା ଟ୍ରେନ୍ ଟ୍ରାଜେଡି ମନରୁ ନ ଲିଭୁଣୁ ଓଡ଼ିଶା ପୁଣି ଗୋଟିଏ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଆରଆଇ

ଲାଞ୍ଚ ନେବାବେଳେ ଧରାପଡିଲେ ଆଉ ଜଣେ ସରକାରୀ ବାବୁ

ଜମିବାଡିକୁ କେନ୍ଦ୍ର କରି ୪ ଜଣଙ୍କୁ ହତ୍ୟା

ବରଗଡ଼ ଜିଲ୍ଲା ଭଟଲି ଝିକିଝିକି ଗାଁରେ ଘଟିଛି ଅଭାବନୀୟ ଘଟଣା । ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଛି