Posts
ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି ଭକ୍ତ
ଶ୍ରୀମନ୍ଦିର ଅଭିମୁଖେ ଗଡିଲା ତିନି ରଥ । ସବାଶେଷରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ
ଗଡିଲା ଦେବୀ ସୁଭଦ୍ରାଙ୍କ ରଥ: ଆଗରେ ବଡଭାଇ, ପଛେ ଯାଉଛନ୍ତି ହଳଦୀ...
ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହେବା ପରେ ଏବେ ଦେବୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହୋଇଛି
ତିନି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି
ଆଜି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ। ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ରଥରେ ବିରାଜିଛନ୍ତି।
କାର୍ଗିଲ ଯୁଦ୍ଧକୁ ପୂରିଲା ୨୫ ବର୍ଷ
ଭାରତୀୟ ବାୟୁସେନା ରବିବାର ଦିନ ୨୫ ବର୍ଷ ପୂର୍ବେ ଘଟିଥିବା କାର୍ଗିଲ ଯୁଦ୍ଧ ଟିମ୍ର ଭୂମିକାକୁ ମନେ ପକାଇଥିଲା
ସମାଜ ରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ଏଥର ମନ୍ଥିବ ମନ୍ଥନ
ଦୈନିକ ସମ୍ବାଦପତ୍ର ‘ମନ୍ଥନ’ର ଡିଜିଟାଲ ଚ୍ୟାନେଲ ଓ ୱେବ୍ ପୋର୍ଟାଲର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ
ରତ୍ନଭଣ୍ଡାର ଇତିହାସ
୧୮୦୫ରେ ପୁରୀର ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ତୁଲାଉଥିବା ଚାର୍ଲସ୍ ଗ୍ରୋମ୍ଙ୍କ ନେତୃତ୍ୱରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଏକ ତାଲିକା ପ୍ରସ୍ତୁତ ହୋଇଥିଲା
ରଥ ଉପରୁ ଅଣସେବକମାନଙ୍କୁ ବାହାର କଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ
ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥ ଉପରୁ ଅଣସେବକମାନଙ୍କୁ ବାହାର କରିଥିବାର ଦେଖିବାକୁ ମିଳିଛି
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା
ସରିଲା ଜନ୍ମବେଦୀରେ ଲୀଳାଖେଳା । ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ସ୍ଥାପିତ ହେଲା ଆଉ ଏକ କିର୍ତ୍ତିମାନ,...
ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ସ୍ଥାପିତ ହେଲା ଆଉ ଏକ କିର୍ତ୍ତିମାନ, ‘ଏକ୍ସ’ ରେ ଫଲୋଅରଙ୍କ ସଂଖ୍ୟା ୧୦୦ ନିୟୁତ ପାର
ସୋମବାର ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ୧୧ଟାରୁ ଅପରାହ୍ନ...
ଆସନ୍ତା ୧୫ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି କରିବେ
ଭଙ୍ଗାଗଲା ଭିତର ରତ୍ନଭଣ୍ଡାର ତାଲା, ସିନ୍ଦୁକ-ଆଲ୍ମିରାରେ ରହିଛି...
ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର...
ଟ୍ରମ୍ପଙ୍କୁ ଗୁଳିମାଡ ଘଟଣା, ଉଦ୍ବେଗ ପ୍ରକାଶ କଲେ ମୋଦି
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ ଘଟଣା। ଏହି ଘଟଣାକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦ୍ବେଗ ପ୍ରକାଶ...
ବିଜେପିକୁ ଅମରଙ୍କ ପ୍ରଶଂସା
ବିଜେପି ସରକାରର ଏହି ପଦକ୍ଷେପକୁ ପ୍ରଂଶସା କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ଶତପଥୀ
ଟ୍ରମ୍ପ ଙ୍କ ଉପରକୁ ଗୁଳିମାଡ
ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ପେନସିଲଭେନିଆର ବଟଲରରେ ନିର୍ବାଚନ ପ୍ରଚାର କରୁଥିବାବେଳେ ଗୁଳିମାଡ଼ ହୋଇଛି।...
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ ଶିଶୁ ଗୁରୁତର
ଦିଗପହଣ୍ଡିରେ ବଡ ଅଘଟଣ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି କୁନିକୁନି ୧୦ ଶିଶୁ ଗୁରୁତର ହୋଇଛନ୍ତି








