Mayurbhanj
ବାଘକୁ ନେଇ ବିଧାୟକ ଚିନ୍ତିତ
ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି।
ଜଙ୍ଗଲକୁ ଚାଲିଗଲା 'ଜମୁନା'
ଶିମିଳିପାଳରେ ଥିବା ବାଘୁଣୀ 'ଜମୁନା' ଆଜି ସକାଳେ ଘେରିରୁ ବାହାରି ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଛି
ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ
ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ
ବୁଢ଼ୀଖମାରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବୁଢ଼ୀଖମାରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ
ପୁଣି ଦନ୍ତା ନେଲା ଆଉ ଏକ ଜୀବନ।
ସ୍କୁଲରେ ପଶିଲା ଦନ୍ତା
ବାରିପଦା ସହରର ଏମକେସି ହାଇସ୍କୁଲ ସମେତ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ
ଭୀମକୁଣ୍ଡ ରେ ମକର ମେଳା ଓ ଶହ ଶହ ଭକ୍ତ ବୁଡ଼ପକାଇଲେ
ମୟୁରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଠାକୁରମୁଣ୍ଡା ବ୍ଲକର ବୋରିଂ ଗ୍ରାମ ପାର୍ଶ ରେ ପୂଣ୍ଯ ତୋୟା ବୈତରଣୀ ନଦୀ ର ଭୀମକୁଣ୍ଡରେ ପବିତ୍ର ମକର ସଂକ୍ରାନ୍ତି...
ମୟୂରଭଞ୍ଜ ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା: ତେଲ ଟ୍ୟାଙ୍କର ଓ...
ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଟ୍ରକ୍ ଡ୍ରାଇଭର...
ଶିମିଳିପାଳରେ ପାଟ୍ରୋଲିଂ ପାଇଁ ମୁତୟନ ହେବ ୧୪ଟି ଆଧୁନିକ ଗାଡ଼ି
ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ବ୍ୟାପକ କରିବା ଲାଗି ମୁତୟନ ହେବ ଆଧୁନିକ ବାହନ।
ବାଙ୍ଗିରିପୋଷି ଘାଟିରେ ପୁଲିସ ଗାଡି ସହ କଣ୍ଟେନର ମୁହାଁମୁହିଁ ଧକ୍କା:୨୦...
ପଞ୍ଚପୀଢ କରଞ୍ଜିଆ ଅଞ୍ଚଳରୁ ୨୦ରୁ ଅଧିକ ରିଜର୍ଭ ପୁଲିସକୁ ନେଇ ବାରିପଦା ଆସୁଥିବାବେଳେ ପୁଲିସ ଗାଡି ସହ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି |
ମାତୃଭାଷାର ମହତ ରଖ:ରାଷ୍ଟ୍ରପତି
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନରେ ଜନ୍ମମାଟି ମୟୁରଭଞ୍ଜ ଗସ୍ତ କରି ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର...
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲାରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି
୧୪ରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ
ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ୟ୍ୟଟକଙ୍କ ପାଇଁ ଚଳିତ ମାସ ଅକ୍ଟୋବର ୧୪ ତାରିଖରୁ ଖୋଲିବ
ମୟୂରଭଞ୍ଜ ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ...
ମୟୂରଭଞ୍ଜ ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଫରେଷ୍ଟର ଓ ବନ କର୍ମଚାରୀଙ୍କୁ ଟେକି କଚାଡିଲା ମାଇ ହାତୀ
ହାତୀ ଆକ୍ରମଣରେ ଫରେଷ୍ଟର ଓ ବନ କର୍ମଚାରୀ ଗୁରୁତର ଆହତ
ଟ୍ରାକରେ ପଡିଲା ଗଛ, ଅଟକିଲା ଟ୍ରେନ୍
ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ
ମଣିପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବ ମୟୂରଭଞ୍ଜ ପୋଲିସ
ମଣିପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବ ମୟୂରଭଞ୍ଜ ପୋଲିସ
ଛତୁଆ ବଣ୍ଟନରେ ମାସକୁ ୩୭ ଲକ୍ଷ ଲୁଟ୍
ମୟୂରଭଞ୍ଜ ଜିଲ୍ଲାରେ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କୁ ଯୋଗାଇ ଦିଆଯାଉଛି ପୁଷ୍ଟିକର ଖାଦ୍ୟ
ଆଜି ୨୪ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମମ) ଦଳ ପକ୍ଷରୁ ୧୫ ଦଫା ଦାବି ପୂରଣ ନେଇ ଆଜି ୨୪ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି
ବାରିପଦାରେ ହେବ କ୍ୟାନସର ହସ୍ପିଟାଲ
ପୁରା ହେବ ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ , ବାରିପଦାରେ ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ