Posts

Jagatsinghapur

Mo College Abhiyan

met Mr. Akash Das Nayak, Chairman, Mo College Abhiyan, Government of Odisha at Toshali Bhawan, Bhubaneswar and handed over a cheque...

Horoscope

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୧୩ ତାରିଖ (ଶନିବାର)

State

ନିର୍ମିତ ହେବ ଟ୍ରକ୍ ଟର୍ମିନାଲ

୧୦ ଜିଲ୍ଲାରେ ହେବ ଟ୍ରକ୍ ଟର୍ମିନାଲ, ୩୦୦ କୋଟି ଟଙ୍କା ଦେଲେ କେନ୍ଦ୍ର ସରକାର

State

ବାପା ହେବାକୁ ଚାହୁଁଛନ୍ତି ଦୂତି ଚାନ୍ଦ

ଆନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ବାପା ହେବାକୁ ଚାହୁଁଛନ୍ତି । ଏନେଇ ସେ ଏକ ଜାତୀୟ ମାଗାଜିନ୍‌କୁ ସାକ୍ଷାତକାର ଦେଇ ଏହା କହିଛନ୍ତି

Politics

ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ

ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ

Politics

ଇସ୍ତଫା ଦେଲେ ବାଚସ୍ପତି

ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ

Cuttack

ପୁଣି ସାମ୍ବାଦିକ ଙ୍କୁ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଧମକ

ସାମ୍ବାଦିକ କୁ ଆକ୍ରମଣ ଘଟଣାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଘୋର ନିନ୍ଦା

Ganjam

ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ସିନିଅର ରେଭିନ୍ୟୁ...

ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ଵ ସହାୟକ ସ୍ଵାତି ସୁଚରିତା ପାତ୍ର

Angul

ଲାଞ୍ଚୁଆ କିରାଣିଙ୍କୁ ୩ ବର୍ଷ ଜେଲ୍‌

ଅନୁଗୁଳ ତହସିଲ ଅଫିସ ପୂର୍ବତନ କନିଷ୍ଠ କିରାଣିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ସୂଚନା

National

୧୮ରେ ବନ୍ଦେଭାରତ ଶୁଭାରମ୍ଭ

ପୁରୀ-ଭୁବନେଶ୍ବର-ହାୱଡ଼ା ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଆନୁଷ୍ଠାନିକ ଭାବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ...

Jharsuguda

ଝାରସୁଗୁଡା: ୧୮ ରାଉଣ୍ଡ ଗଣତି

କାଲି ଝାରସୁଗୁଡା ଭୋଟ ଗଣତି ନେଇ ସିଇଓ ନିକୁଞ୍ଜ ଧଳଙ୍କ ସୂଚନା

National

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’, ୧୪ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍‌

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗତ 06 ଘଣ୍ଟା ମଧ୍ୟରେ 13 କିଲୋମିଟର ବେଗରେ ପ୍ରାୟ ଉତ୍ତର ଦିଗକୁ ଗତି କରୁଛି ‘ମୋକା’, ମିଆଁମାର ଉପକୂଳ ନିକଟରେ ସର୍ବାଧିକ 150...

Jharsuguda

ସକାଳ ୮ଟାରେ ପୋଷ୍ଟାଲ ବାଲଟ ଗଣତି

ଝାରସୁଗୁଡ଼ା ଉପନିର୍ବାଚନ ମତଦାନ ହାର ୭୯.୨୧ ପ୍ରତିଶତ ହୋଇଛି।

State

ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଓଡ଼ିଶା : ମୁଖ୍ୟମନ୍ତ୍ରୀ

ଓଡ଼ିଶା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଦି ଇକୋନୋମିକ୍‌ ଟାଇମ୍ସର ମିଳିତ ଆନୁକୂଲ୍ୟରେ ‘ଟ୍ରାନ୍ସଫର୍ମିଂ ଓଡ଼ିଶା କନ୍‌କ୍ଲେଭ’ର ଦ୍ୱିତୀୟ ସଂସ୍କରଣ...

Paradip

ଯୋଡି ହେଲା ସଫଳତା ର ଆଉ ଏକ ଫର୍ଦ୍ଦ

ଓଡ଼ିଶା ଷ୍ଟିଭେଡୋରସ୍ ଲିମିଟେଡ୍ (OSL) ତାର କାର୍ଯ୍ୟ ଦକ୍ଷତା କ୍ଷେତ୍ରରେ ସଫଳତା ନେଇ ଯୋଡି ହେଲା ଆଉ ଏକ ପୃଷ୍ଠା , ଟିମ୍ ପାରାଦୀପ କୁ ଅଭିନନ୍ଦନ ଜଣାଇଲେ...

Horoscope

ଆଜି ର ରାଶିଫଳ

ଅଦ୍ୟ ମଇ ମାସ ୧୨ ତାରିଖ ୨୦୨୩ ମସିହା(ଶୁକ୍ରବାର)

National

ମୋଦୀଙ୍କୁ ସାକ୍ଷାତ କଲେ ନବୀନ, ପୁରୀ ବିମାନବନ୍ଦରକୁ ନେଇ ଆଲୋଚନା

୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

Dhenkanal

ଦୁର୍ଘଟଣା ରୋକ

ଦୁର୍ଘଟଣା ରୋକିବା ନିମନ୍ତେ ସଚେତନତା ଉପରେ ଗୁରୁତ୍ବାରୋପ

Dhenkanal

ବର୍ଷା ଜଳ ସଂଗ୍ରହ ଓ ବ୍ୟବହାର

ଜୀବନ ଶୈଳୀ ଓ ପରିବେଶ ସୁରକ୍ଷା ଅଭିଯାନ

Dhenkanal

ଜାତୀୟ ପ୍ରଯୁକ୍ତି ବିଜ୍ଞାନ ଦିବସ ପାଳିତ

ଓଡ଼ିଶା ବିଜ୍ଞାନ ମଣ୍ଡଳ, ଢେ଼ଙ୍କାନାଳ ଶାଖା ଆନୁକୁଲ୍ୟରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ପ୍ରଯୁକ୍ତି ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।