ଲାଞ୍ଚୁଆ କିରାଣିଙ୍କୁ ୩ ବର୍ଷ ଜେଲ୍
ଅନୁଗୁଳ ତହସିଲ ଅଫିସ ପୂର୍ବତନ କନିଷ୍ଠ କିରାଣିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ସୂଚନା

ଅନୁଗୁଳ ତହସିଲ ଅଫିସ ପୂର୍ବତନ କନିଷ୍ଠ କିରାଣିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ସୂଚନା । କନିଷ୍ଠ କିରାଣି ପଙ୍କଜିନୀ ବିଶ୍ୱାଳଙ୍କୁ ଜେଲ୍ ସହ ଜରିମାନା ଦଣ୍ଡାଦେଶ ହୋଇଥିବା ଖବର ସାମ୍ନାକୁ ଆସିଛି । ଦଣ୍ଡାଦେଶ କଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨୦୧୭ରେ ଲାଞ୍ଚ ନେଇ ଧରାପଡିଥିଲେ ପଙ୍କଜିନୀ ।