ଝାରସୁଗୁଡା: ୧୮ ରାଉଣ୍ଡ ଗଣତି

କାଲି ଝାରସୁଗୁଡା ଭୋଟ ଗଣତି ନେଇ ସିଇଓ ନିକୁଞ୍ଜ ଧଳଙ୍କ ସୂଚନା

ଝାରସୁଗୁଡା: ୧୮ ରାଉଣ୍ଡ ଗଣତି

କାଲି ଝାରସୁଗୁଡା ଭୋଟ ଗଣତି ନେଇ ସିଇଓ ନିକୁଞ୍ଜ ଧଳଙ୍କ ସୂଚନା । ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି । ପୋଷ୍ଟାଲ ବାଲାଟ ସରିଲେ ,୮:୩୦ରୁ ଇଭିଏମ୍ ଗଣତି ହେବ । ମୋଟ ୧୪ଟି ଟେବୁଲରେ ଗଣତି ହେବ ଏବଂ ୧୮ ରାଉଣ୍ଡ ଚାଲିବ । ଗଣତି କେନ୍ଦ୍ର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍‌ଥା ହୋଇଛି ବୋଲି କହିଛନ୍ତି ସିଇଓ ।