Posts

Bhubaneswar

ସାବିତ୍ରୀ ବଜାରରେ ଅସମ୍ଭାଳ ଭିଡ଼

ବିଧି ଅନୁସାରେ ସାବିତ୍ରୀ ଅମାବାସ୍ୟା ଦିନ ମହିଳାମାନେ ନୂଆ ଶାଢ଼ି, ଚୁଡ଼ି ସହ ଫଳ ନେଇ ଶିବ ମନ୍ଦିରକୁ ଯିବେ।

Horoscope

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୧୭ ତାରିଖ ୨୦୨୩ ମସିହା(ବୁଧବାର)

Jajpur

ଗାଧୋଇବା ବେଳେ ନଦୀରେ ବୁଡ଼ି ଦୁଇ ଯୁବକ ମୃତ

ଯାଜପୁର ବଡ଼ଚଣା ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକ ମୃତ

Puri

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

କାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

Cuttack

ନାବାଳିକା ଦୁଷ୍କର୍ମ ମାମଲା; ଦୋଷୀକୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ପୋକ୍ସୋ କୋର୍ଟ

Bhubaneswar

ବ୍ୟାଙ୍କ ଲୁଟ୍ ଉଦ୍ୟମ: ୨ ଗିରଫ

ଭୁବନେଶ୍ୱର ଉପକଣ୍ଠ ପାହାଳରେ ବ୍ୟାଙ୍କ ଲୁଟ୍ ହୋଇଥିବା ଉଦ୍ୟମ

Cuttack

ଏସ୍‌ସିବିରେ ଖୋଲିବ ରାଜ୍ୟର ପ୍ରଥମ ବୋନ୍‌ ବ୍ୟାଙ୍କ

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ‌ଖୋଲିବ ରାଜ୍ୟର ପ୍ରଥମ ବୋନ୍‌ ବ୍ୟାଙ୍କ

National

ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଏଗ୍ରା ଠାରେ ମଙ୍ଗଳବାର (ମେ ୧୬) ରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି ।

National

ସରକାରୀ ଡାକ୍ତରମାନଙ୍କୁ କେନ୍ଦ୍ରର ଚେତାବନୀ

ସବୁ ସରକାରୀ ଡାକ୍ତରଖାନା ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚ୍ଏସ୍) ଅଧୀନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନଙ୍କୁ ରୋଗୀମାନଙ୍କ ପାଇଁ...

Bhubaneswar

୪ରେ କେରଳ ଛୁଇଁବ ମୌସୁମି

ସାମାନ୍ୟ ବିଳମ୍ବ ସହିତ ଜୁନ୍ ୪ରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ

City

ବଢିଲା ହରଡ଼ ଡାଲି ଦର

କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ିଛି । ଦର ନିୟନ୍ତ୍ରଣକୁ ଆଖି ବୁଜି ଦେଉଛନ୍ତି କେନ୍ଦ୍ର ସରକାର

Bhubaneswar

ଠକେଇ ଅଭିଯୋଗରେ ବିଲ୍ଟର ସଂସ୍ଥାର ଏମଡି ଗିରଫ

ଠକେଇ ଅଭିଯୋଗରେ ବିଲ୍ଟର ସଂସ୍ଥାର ଏମଡି ଗିରଫ । ମିଶ୍ର କ୍ରିଏସନ୍ ପ୍ରା.ଲି. ଏମ୍‌ଡି ଜ୍ୟୋତିରଞ୍ଜନ ମିଶ୍ର ଗିରଫ ହୋଇଥିବା ସୂଚନା

Dhenkanal

ସ୍ତ୍ରୀକୁ ହତ୍ୟା ପରେ ପୋଡ଼ିଦେଲା ସ୍ୱାମୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରଯୋଳି ବାଲିସାହିରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ହତ୍ୟାକରି ନିଆଁରେ ପୋଡ଼ିଦେଇଛି ।

National

ଆସନ୍ତା ୧୮ରୁ ଗଡିବ ହାୱଡା -ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ...

ଆସନ୍ତା ୧୮ ତାରିଖରେ ରାଜ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ ହେବ

Paradip

ଟଙ୍କା ମାଗି ଅଡ଼ୁଆରେ ବନ୍ଦର ଅଧିକାରୀ

ଟେଣ୍ଟ୍ ହାଉସ୍ ସାମଗ୍ରୀ ଜଗାରଖା ପାଇଁ ବନ୍ଦର ଅଧିକାରୀ ତଥା ସାଗରିକା କଳା ନିକେତନ ସମ୍ପାଦକ ମାଗୁଛନ୍ତି ଟଙ୍କା, ସାଗରିକା କଳା ନିକେତନ ସମ୍ପାଦକ ଓ ମହାବୀର...

Horoscope

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୧୬ ତାରିଖ (ମଙ୍ଗଳବାର)

Bhubaneswar

ଭୁବନେଶ୍ୱର ରୁ ଦୁବାଇ ଏବଂ ଦୁବାଇ ରୁ ଭୁବନେଶ୍ୱର ସିଧାସଳଖ ଚାଲିଲା...

୧୭୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ଓ ଗଲା ୨ ଇଣ୍ଡିଗୋ ବିମାନ

Kalahandi

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ସକ୍ରିୟ ମାଓବାଦୀ,...

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ମାତିଲେ ମାଓବାଦୀ ।