ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’, ୧୪ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗତ 06 ଘଣ୍ଟା ମଧ୍ୟରେ 13 କିଲୋମିଟର ବେଗରେ ପ୍ରାୟ ଉତ୍ତର ଦିଗକୁ ଗତି କରୁଛି ‘ମୋକା’, ମିଆଁମାର ଉପକୂଳ ନିକଟରେ ସର୍ବାଧିକ 150 ରୁ 160 ପବନର ବେଗ ସହିତ ଅତିକ୍ରମ କରିବାର ସମ୍ଭାବନା

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’, ୧୪ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୯ କି.ମି. ବେଗରେ ଏହା ଉତ୍ତର ଆଡ଼କୁ ଗତି କରୁଛି।
୧୪ ତାରିଖ ମଧ୍ୟାହ୍ନରେ ଏହା ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁପାରେ।
ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୭୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ବାତ୍ୟା 'ମୋକା'ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ‘ଓଡ଼ିଶା କୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି। ବାତ୍ୟା ଜନିତ ପବନ କି ବର୍ଷା ଓଡ଼ିଶା ଏବଂ ଆନ୍ଧ୍ରରେ ହେବନି’ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି।
National Bulletin 17 based on 0830 hrs IST of today, the 12th May, 2023: Very Severe Cyclonic storm “Mocha” (pronounced as “Mokha”) over Central and adjoining Southeast Bay of Bengal
The Very Severe Cyclonic Storm “Mocha” (pronounced as “Mokha”) over Central and adjoining Southeast Bay of Bengal moved nearly northwards with a speed of 13 kmph during past 06 hours and lay centered at 0830 hours IST of today, the 12th May 2023 over the same region near latitude 13.6°N and longitude 88.2°E, about 530 km west-northwest of Port Blair, 950 km south-southwest of Cox’s Bazar (Bangladesh) and 870 km south-southwest of Sittwe (Myanmar).
It is very likely to move north-northeastwards and intensify further over Eastcentral Bay of Bengal. It is very likely to cross southeast Bangladesh and north Myanmar coasts between Cox’s Bazar (Bangladesh) and Kyaukpyu (Myanmar), close to Sittwe (Myanmar) around noon of 14th May, 2023 as a Very Severe Cyclonic Storm with maximum sustained wind speed of 150-160 kmph gusting to 175 kmph.