ଡ୍ରାଇଭରର ଅବହେଳାରୁ ଘଟିଛି ବସ୍ ଦୁର୍ଘଟଣା
ବସ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀ

ବସ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀ। ଡ୍ରାଇଭରଙ୍କ ଭୁଲ ଯୋଗୁ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି। ବସର ଅବସ୍ଥା ଭଲ ଥିଲା, ମାର୍ଚ୍ଚରେ ଫିଟନେସ୍ ସାର୍ଟିଫିକେଟ ମଧ୍ୟ ମିଳିଥିଲା। ଦ୍ରୁତଗତି, ଓଭରଟେକ୍ କିମ୍ବା ଫୋନରେ କଥା ହେବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।