Posts
ବାଇକକୁ ପଛରୁ ପିଟିଲା ଟ୍ରକ୍, ସାନ ଝିଅର ମୃତ୍ୟୁ, ବାପା ଓ ବଡ଼ ଝିଅ...
ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ-୫୭ର ଗଇଁତଲା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
କୋରାପୁଟରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
କୋରାପୁଟରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ।
ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଟ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
ଡାକ୍ତରୀ ଏବଂ ନର୍ସିଂ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ନିଟ ୨୦୨୩ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି
ଦଶପଲ୍ଲାରେ ବଢ଼ୁଛି ଅପପୁଷ୍ଟି
ଦଶପଲ୍ଲା ବ୍ଲକ୍ରେ ଦିନକୁ ଦିନ ବୃଦ୍ଧି ପାଉଛି ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ସଂଖ୍ୟା
ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା...
ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରା
୫ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସ
ଶେଷ ଦିନରେ ଲୋକାର୍ପିତ ହେଲା ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ଗୁଡିକରେ ପଡିଲା ପୂର୍ଣ୍ଣଛେଦ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମନ୍ଦିର ଚର୍ତ୍ତୃପାର୍ଶ୍ଵ ଉନ୍ନତି ନେଇ ହଟିଲା ଅଦାଲତି ସମସ୍ୟା। ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ଗୁଡିକରେ ପୂର୍ଣ୍ଣଛେଦ
ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଉଦଯାପିତ
ଢେ଼ଙ୍କାନାଳ ଜିଲ୍ଲା ଭୁବନ ଉଚ୍ଚ ବିଦ୍ୟାଳୟରେ ଗତ ମାସ ୨୪ ତାରିଖ ରୁ ଅନୁଷ୍ଠିତ ହେଉଥିବା ଗ୍ରୀଷ୍ମ କାଳୀନ ଭାରୋତ୍ତଳନ ଶିବିର ଆଜି ଉଦଯାପିତ ହୋଇଯାଇଛି l
ବିଜେପି ନେତାଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା
ଗୁଜୁରାଟରେ ଦିନ ଦ୍ୱିପହରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ
ଇଟାରେ ଛେଚି ସ୍ତ୍ରୀଙ୍କୁ ହତ୍ୟା: ଜେଲ ଗଲେ ଅଭିଯୁକ୍ତ ସ୍ବାମୀ
ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ନୂଆଁଡିହି ଗ୍ରାମରେ ଏକ ଅଘଟଣ ଘଟିଛି।
ଘୂର୍ଣ୍ଣିବଳୟ ରୁ ସୃଷ୍ଟି ହେଲା ଲଘୁଚାପ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରୁ ସୃଷ୍ଟି ହେଲା ଲଘୁଚାପ, ଆସିଲା ବାସ୍ତବ ଚିତ୍ର
ବରଗଡରେ ବଡ ଦୁର୍ଘଟଣା, ଆହତ ହେଲେ ୩୦ ଜଣ, ୧୦ ଜଣ ଗୁରୁତର
ବରଗଡ ଜିଲ୍ଲା ଭଟଲିରେ ଭୟଙ୍କର ସଡକ ଦୁର୍ଘଟଣା । ଆହତ ହେଲେ ୩୦ ଜଣ, ଗୁରୁତର ହେଲେ ୧୦ ଜଣ
ଝାରସୁଗୁଡ଼ା ଉପନିର୍ବାଚନ: ସୋମବାର ସନ୍ଧ୍ୟାରେ ଶେଷ ହେବ ପ୍ରଚାର
ଆସନ୍ତା ୧୦ ତାରିଖ ମତଦାନ ହେବାକୁ ଥିବା ବେଳେ ଏହାର ୩୬ ଘଣ୍ଟା ପୂର୍ବରୁ ପ୍ରଚାର କାର୍ୟ୍ୟ ସରିବ ।
ଝାରସୁଗୁଡ଼ା ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ
ଦୀପାଳି ଏ ମାଟିର ଝିଅ, ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ଅଛି : ମୁଖ୍ୟମନ୍ତ୍ରୀ








