State

ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାମାଆଙ୍କୁ ଆକ୍ରମଣ ଅଭିଯୋଗ

ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାମାଆଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି

ବିପୁଳ ପରିମାଣର ବିଦେଶୀ ମଦ ଜବତ, କପଡା ବ୍ୟବସାୟୀଙ୍କ ପୁଅ ଗିରଫ

ବରଗଡ଼ ଗ୍ରାମାଞ୍ଚଳ ଥାନା ତରଫରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ଜଣେ ଯୁବକ ଗିରଫ କରାଯାଇଛି

ଆବାସ ଯୋଜନା ଅପେକ୍ଷା ରେ ପାର୍ବତୀ ଓ ତାଙ୍କ ଦୁଇ ଝିଅ

ବିଧବା ପାର୍ବତୀ ଓ ଦୁଇ ଝିଅ ଙ୍କୁ କେବେ ମିଳିବ ଆବାସ୍ ଯୋଜନା, ତୁରନ୍ତ ଦେବା ପାଇଁ ଗ୍ରାମବାସୀଙ୍କ ଦାବୀ

ଜେଲ ଗଲେ ଟଙ୍କାପାଳ

ଜେଲ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ।

କୂଅରେ ଆତ୍ମହତ୍ୟା ଉଦ୍ୟମ: ମାଆ ଓ ବଡ଼ ଝିଅ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ ପାରିବାରିକ କଳହରୁ ଅଘଟଣ। ମାଆ ରଶ୍ମିତା ଗୌଡ଼ ନିଜର ବଡ଼ ଝିଅ ଗୁଞ୍ଜନ, ସାନ ଝିଅ ଆଲିସା...

ହୀରାକୁଦରେ ବଢୁଛି ଜଳସ୍ତର

ଛତିଶଗଡ କଲମା ବ୍ୟାରେଜ ଖୋଲିବା ପରେ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି ।

ବନ୍ଧୁକ ଦେଖାଇ ଲୁଟିନେଲେ ସାଢ଼େ ତିନି ଭରି ସୁନା

କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ସାଗଯୋର ଗାଁରେ ଗତ ବିଳମ୍ବିତ ରାତିରେ ୪ ଜଣ ଦୁର୍ବୁତ୍ତ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ନେଇଥିବା...

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବରଗଡ଼ ଜିଲ୍ଲା ଝରବନ୍ଧ ଜାମପାଳିରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଛି ।

ଗୁଣିଗାରେଡ଼ି ସନ୍ଦେହରୁ ପରିବାର ଛାରଖାର

ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲା ମୁଣ୍ଡ । ଅନ୍ଧବିଶ୍ୱାସରୁ ରକ୍ତପାତ ହେବା ସହ ଛାରଖାର ହୋଇଗଲା ପରିବାର ।

ରତ୍ନଭଣ୍ଡାର ପ୍ରସଙ୍ଗରେ କାହିଁକି ରାଜନୀତି

ରତ୍ନ ଭଣ୍ଡାର ଖୋଲିବା ନେଇ ଏତେ ବେଗ୍ର କାହିଁକି ? ରତ୍ନ ଭଣ୍ଡାର ଖୋଲିବା କଣ ନିହାତି ଦରକାର ? କଣ ପାଇଁ ଲୋଡା ଯାଉନାହିଁ ରାଜାଙ୍କ ପରାମର୍ଶ?

ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଜଟିଳ, ସତର୍କ ରହିବାକୁ ବିଏମସିର ପରାମର୍ଶ

ବର୍ଷା ଦିନ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ ହେଉଛି।

ଜୁଲାଇ ୪ରେ ଲଘୁଚାପ ସମ୍ଭାବନା

ପୂର୍ବ ଭାରତରେ ପଶ୍ଚିମା ପବନ ପ୍ରବାହିତ ହେବା ଦ୍ୱାରା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୂର୍ବଳ ହୋଇପଡ଼ିଥିବା ସତ୍ୱେ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର...

ମତ୍ସ୍ୟଜୀବୀଙ୍କୁ ମିଳିବ ୨ ଗୁଣ ଜୀବିକା ସହାୟତା ରାଶି

ବିରଳ ଅଲିଭ ରିଡ଼ଲେଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ଉପକୂଳରେ ଲାଗୁ କରାଯାଉଥିବା ମାଛ ଧରା କଟକଣାରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ଜୀବିକା ସହାୟତା...

ବାହାନଗା ରେଳ ଦୁର୍ଘଟଣା ମନ୍ୟୁଷକୃତ ତ୍ରୁଟି

ସିବିଆଇ ତଦନ୍ତ ଚାଲିଥିବାରୁ ଯଦିଓ ରେଳ ସୁରକ୍ଷା କମିସନରଙ୍କ ରିପୋର୍ଟ ସାର୍ବଜନୀନ ହୋଇନାହିଁ, କିନ୍ତୁ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି।...

ଆଜି ମହାପ୍ରଭୁଙ୍କୁ ଲାଗି ହେବ ନୀଳାଚଳ ଅବଢ଼ା

ନବଦିନାମତ୍କ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି।

ରକ୍ତ ହୀନତା ଅଭିଯାନ ର ଶୁଭାରମ୍ଭ

ରାଷ୍ଟ୍ରୀୟ ରକ୍ତଶିକୁଳି ଜନିତ ରକ୍ତ ହୀନତା ଅଭିଯାନ ର ଶୁଭାରମ୍ଭ

ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ

ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ।

ଚାନ୍ଦି ବେଶରେ ଶ୍ରୀଜୀଉ

ଚାନ୍ଦିରେ ଝଟକୁଛନ୍ତି ତୁଳସୀ କ୍ଷେତ୍ରରେ ବଡ ଭାଇ ପ୍ରଭୁ ବଳଦେବଜୀଉ ଙ୍କ ସମେତ ସାନଭାଇ ଜଗତର ନାଥ ଜଗନ୍ନାଥ ଆଉ ଭଉଣୀ ଦେବୀ ସୁଭଦ୍ରା ।

ପୁଣି ମାଓବାଦୀଙ୍କ ତାଣ୍ଡବ

ରାୟଗଡ଼ାରେ ପୁଣି ମାଓବାଦୀଙ୍କ ଲାଲ ତାଣ୍ଡବ। ମାଓବାଦୀମାନେ କ୍ରସରରେ ଥିବା ୨ଟି ପ୍ରୋକଲିନ ମେସିନ, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ ଗାଡ଼ି ନିଆଁ ଲଗାଇ ପୋଡ଼ି...