State
ଜେଏସ୍ଡବ୍ଲ୍ୟୁ ସହଯୋଗିତାରେ ହେବ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ୍,...
୧୯ ବର୍ଷ ପରେ ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆଭିତ୍ତିକ ଇସ୍ପାତ କମ୍ପାନି ପୋସ୍କୋ
ବାଣ ଫୁଟାଇବା ନେଇ ଆସିଲା ଗାଇଡଲାଇନ
ବାଣ ଫୁଟାଇବା ନେଇ ଆସିଲା ଗାଇଡଲାଇନ
ବଡ଼ ଧରଣର ସାଇବର ଲୁଟର ପର୍ଦ୍ଦାଫାଶ
ବଡ଼ ଧରଣର ସାଇବର ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ସିଆଇଡି କ୍ରାଇମବ୍ରାଞ୍ଚ
ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବାକୁ ନିୟମ ଆଣିବେ ସରକାର
ଖୁବ୍ଶୀଘ୍ର ନିୟମ ଆସିବା ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
ଦୀପାବଳିରୁ ଶୀତ ଆସିବ
ଗୁରୁବାରଠାରୁ ସୋମବାର ଭିତରେ ରାତି ତାପମାତ୍ରା ୩ ଡିଗ୍ରୀ କମିପାରେ ।
ମହିଳାଙ୍କ ଉପରେ ଚଢିଗଲା ମୋ ବସ
କଟକ ନେତାଜୀ ବସ୍ ଟର୍ମିନାଲ ଭିତରେ ମହିଳାଙ୍କ ଉପରେ ଚଢିଗଲା ମୋ ବସ
ଦୁର୍ନୀତି କଲେ କଡା ଆକ୍ସନ : ମୋହନ
କ୍ୟାନସର ହେଲେ ଯେମିତି ତାକୁ ଡାକ୍ତର କାଢି ଫୋପାଡି ଦିଅନ୍ତି ଠିକ୍ ସେମିତି ଦୁର୍ନୀତି ଖୋରଙ୍କ ଅବିରୋଧରେ କଡ଼ା ଆକ୍ସନ ନେବ ବିଜେପି ସରକାର
କାଠ ବଦଳରେ ଗୋବର ଘସିରେ ହେବ ଶବଦାହ
ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ
ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ୫ ବାଘୁଣୀ
ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ପାଞ୍ଚ ବାଘୁଣୀ
ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ
ପୂର୍ବତଟ ରେଳପଥ (ECoR) ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳ ସଦନ, ଚନ୍ଦ୍ରଶେଖରପୁର ଠାରେ ରାଷ୍ଟ୍ରିୟ ଏକତା ଦିବସ ପାଳନ କରିଅଛି
ଆଜି ଧନତେରସ୍: ବିକ୍ରିକୁ ବାଧା ଦେବନି ଦର
ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନତେରସ୍ ଧନ୍ତେରାସ
୫ ହଜାର ଫୁଟରୁ ତଳକୁ ଖସି ସମୁଦ୍ରରେ ହୋଇଥିଲା କ୍ରାସ
୨୦୧୮ ମସିହାରେ କ୍ରୀଉ ମେମ୍ବରଙ୍କ ସମେତ ୧୮୯ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା ବୋଇଙ୍ଗ୍ ୭୩୭ ମ୍ୟାକ୍ସ ବିମାନ
ବିଭିନ୍ନ ରାଜ୍ୟର ରାଜଧାନୀକୁ ଗଡିବ ଓଏସ୍ଆରଟିସି ବସ୍
ସେଥିମଧ୍ୟରୁ ୮୦ ବସ୍ ଖଣ୍ଡିଗିରି ଡିପୋରେ ପହଞ୍ଚିଛି
ମହାବାତ୍ୟାକୁ ୨୫ ବର୍ଷ: ଆଜିବି ମନରୁ ଲିଭିନି ୧୯୯୯ ମସିହାର ମହାବାତ୍ୟା
ଆଜି ବି ମନେ ପଡେ ୧୯୯୯ ମସିହାର ସେହି ପ୍ରଳୟଙ୍କରୀ ମହାବାତ୍ୟା
ଆସିବ 'ଦେବାଳୟ ଯୋଜନା' - ଆଇନ ମନ୍ତ୍ରୀ
ପୂର୍ବ ସରକାରରେ ଅବଢ଼ା ଯୋଜନା ନାଁରେ କେବଳ ମରାମତି କଥା ଥିଲା ।
୨୯ରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଦେବେ ୩ଟି ଭେଟି
ଅନ୍ୟପକ୍ଷରେ ସେହିଦିନ ଓଡ଼ିଶା ସମେତ ସାରା ଦେଶରେ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ।
ଶିମିଳିପାଳ ଜଙ୍ଗଲରେ ଅଢେଇ ବର୍ଷର ଯମୁନା
ଶିମିଳିପାଳ ଜଙ୍ଗଲରେ ଯମୁନା
ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବକୁ ଆସିବେ ପ୍ରଧାନମନ୍ତ୍ରୀ
ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍ ଧରିଛି
ମଇଁଷିକୁ ଝାମ୍ପିନେଲା ୧୫ ଫୁଟିଆ କୁମ୍ଭୀର
ଏପରିକି କିଛି ଗ୍ରାମବାସୀ ନଦୀ କୂଳରେ କୁମ୍ଭୀରକୁ ଜଗି ବସିଛନ୍ତି।
ନଭେମ୍ବର ୧ରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ...
ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ









