State
ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର
ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର
ଉତ୍ତର ଓଡିଶାରେ ବେଶୀ ପ୍ରଭାବ- IMD DG
ବାତ୍ୟା ନେଇ IMD DG ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ ସୂଚନା
ଓକିଲମାନେ ସାମ୍ବାଦିକ ହୋଇପାରିବେ ନାହିଁ: ସୁପ୍ରିମକୋର୍ଟ
ବୃତ୍ତିରେ ଥିବା ଓକିଲମାନେ ସାମ୍ବାଦିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି
ସମ୍ଭାବ୍ୟ ବାତ୍ୟା ପାଇଁ ନିଯୁକ୍ତି ହେବେ ସ୍ଵତନ୍ତ୍ର ଅଫିସର
ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି
" ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି" :-...
ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ହୋଇ ରହିଛି
୨୪ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା...
ବାତ୍ୟା ‘ଦାନା’କୁ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ
ବଦଳିଲା ବାତ୍ୟାର ଗତିପଥ, ଜାଣନ୍ତୁ ‘ଦାନା’ କେଉଁଠି କରିବ ଲ୍ୟାଣ୍ଡଫଲ୍
ଭୀଷଣ ରୂପ ନେଉଛି ବାତ୍ୟା । ଆସିଲା ବାତ୍ୟା ଦାନାର ନୂଆ ଗତିପଥ
ବର୍ଷାରେ ଭିଜିବ ଓଡ଼ିଶା; ୨୩ରୁ ତିନିଦିନ ଯାଏ ପ୍ରବଳ ବର୍ଷିବ
ପୁଣି ବର୍ଷିବ। ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଉପକୂଳ ଓଡ଼ିଶା ସହ ପାଶ୍ବବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା...
ଜିଏଫ୍ଏସ୍ ପରେ ଏନ୍ସିଇପି ମଡେଲ୍ରେ ଅତି ଭୀଷଣ ବାତ୍ୟା
ଅତି ଭୀଷଣ ବାତ୍ୟା ରୂପ ନେଇପାରେ
ରାଜ୍ୟରେ ଆଉ ନୂଆ ୬ଟି ଇଏସଆଇ ହସ୍ପିଟାଲ ଖୋଲିବ
ଏ ନେଇ ଆପ୍ରୁଭାଲ ମିଳିସାରିଥିବା ବେଳେ କାର୍ଯ୍ୟ ଚାଲିଛି। ଭୁବନେଶ୍ୱର, ପାରାଦ୍ୱୀପ, ଝାରସୁଗୁଡା, ଡୁବୁରି, ବ୍ରହ୍ମପୁର ଓ ବାଲେଶ୍ୱରରେ ହେବ ଇଏସଆଇ ହସ୍ପିଟାଲ
ଚଳନ୍ତା ଟ୍ରେନ୍ରୁ ଖସି ପଡ଼ିଲେ ମା’ ଝିଅ, କଟିଗଲା ହାତଗୋଡ଼
ଚଳନ୍ତା ଟ୍ରେନରେ ଚଢିବା ବେଳେ ଘଟିଲା ଅଘଟଣ
ବିଜେଡିରେ ବିସ୍ଫୋରକ ସ୍ଥିତି
ଗତ କିଛି ଦିନ ହେବ ବିଜୁ ଜନତା ଦଳରେ ବିସ୍ଫୋରକ ସ୍ଥିତି
ସାନଭାଇ ଓ ତାଙ୍କ ସ୍ତ୍ରୀଙ୍କୁ ହାଣିଲା ବଡ଼ ଭାଇ
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଛତାଭଟା ଗ୍ରାମରେ ଆଜି ସକାଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା
ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ
ଚଳିତ ଆର୍ଥିକ ବର୍ଷରେ ହିଁ ଆମ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ
ଘୁମୁସର ବନଖଣ୍ଡକୁ ପୁଣି ଫେରିଲା ମହାବଳ
ଘୁମୁସର ବନଖଣ୍ଡକୁ ପୁଣି ଫେରିଛି ମହାବଳ
ହାତୀ ଘଉଡ଼ାଇବା ହେଲା କାଳ
କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ହାତୀ ଉତ୍ପାତ ଅଭିଯୋଗ ପାଇବା ପରେ ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇଥିଲେ
ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ
ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ଅମର କହିଛନ୍ତି, ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି
ଗଞ୍ଜାମ ବିଜେଡିରେ ହଟଚମଟ
ଆସିକାରେ ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ।
ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ: ଦେବାଶିଷ...
ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀଙ୍କ ବିସ୍ପୋରକ ବୟାନ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି।
ରାଜ୍ୟପାଳ ଗାଦି ଛାଡ଼ିବେ ରଘୁବର
ରଘୁବର କାଳେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇଛନ୍ତି ।









