ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବାକୁ ନିୟମ ଆଣିବେ ସରକାର
ଖୁବ୍ଶୀଘ୍ର ନିୟମ ଆସିବା ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବାକୁ ନିୟମ ଆଣିବେ ସରକାର । ଖୁବ୍ଶୀଘ୍ର ନିୟମ ଆସିବା ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା। ଖୁବ୍ଶୀଘ୍ର ଯାତ୍ରା ମାଲିକଙ୍କ ସହ ଆଲୋଚନା କରି ନିୟମ ଆସିବ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ମାଲିକମାନଙ୍କୁ ପରାମର୍ଶ। ଯାତ୍ରାରେ ଯେମିତି ଅଶ୍ଳୀଳତା ରହିବ ନାହିଁ, ମାଲିକମାନେ ନିଷ୍ପତ୍ତି ନିଅନ୍ତୁ।