ମହିଳାଙ୍କ ଉପରେ ଚଢିଗଲା ମୋ ବସ
କଟକ ନେତାଜୀ ବସ୍ ଟର୍ମିନାଲ ଭିତରେ ମହିଳାଙ୍କ ଉପରେ ଚଢିଗଲା ମୋ ବସ
କଟକ ନେତାଜୀ ବସ୍ ଟର୍ମିନାଲ ଭିତରେ ମହିଳାଙ୍କ ଉପରେ ଚଢିଗଲା ମୋ ବସ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।
ମୃତ ମହିଳା ଜଣକ ହେଲେ କଟକ ଓ ଏମ୍ ପି ଅଞ୍ଚଳର ୬୦ ବର୍ଷୀୟା ସରସ୍ଵତୀ ଗୋଚ୍ଛାୟତ।






