Tag: #sambalpur

Sambalpur

ମା’ ସମଲେଇଙ୍କ ମନ୍ଦିରରେ ପହଞ୍ଚିବ ନୂଆ ଧାନ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଉ କିଛି ସମୟ ପରେ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ

Politics

ରୋଚକ ମୋଡରେ ସମ୍ବଲପୁର ଲୋକସଭା ନିର୍ବାଚନ

ଧୀରେ ଧୀରେ ଏକ ରୋଚକ ମୋଡକୁ ଯାଉଛି ସମ୍ବଲପୁର ଲୋକସଭା ନିର୍ବାଚନ।

Politics

ବିଜେଡିରେ ଯୋଗ ଦେଲେ ସମ୍ବଲପୁର ସାଂସଦ

ଏହି ସମୟରେ ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ ।

Sambalpur

ସମ୍ବଲପୁର ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ସକାଳେ ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର-ଦର୍ଶନ ନଗର-ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି

Sambalpur

୬୮ ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Sambalpur

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ଭେଟିଦେବେ ୬୮ ହଜାର କୋଟିର...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ସମ୍ବଲପୁର ଗସ୍ତରେ ଆସୁଛନ୍ତି

Sambalpur

ଦୁଇଦିନ ଧରି ଉଦଘାଟିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ

ଆଉ ଦୁଇଦିନ ଉଦଘାଟିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ l ଜୋରସୋରରେ ଚାଲିଛି ଲୋକାର୍ପଣ ଉତ୍ସବ ପ୍ରସ୍ତୁତି ।

Angul

ପ୍ରତିଦିନ ଘଟୁଛି ଦୁର୍ଘଟଣା

ପ୍ରତିଦିନ ଘଟୁଛି ଦୁର୍ଘଟଣା, ଗଡୁଛି ମୁଣ୍ଡ, ବାଜି ଲାଗୁଛି ଲକ୍ଷ ଲକ୍ଷ ଯାତ୍ରୀଙ୍କ ଜୀବନ

Sambalpur

ଜିତିଗଲା ଜୀବନ , ଜୀବନ୍ତ ଉଦ୍ଧାର ହେଲା ଶିଶୁ କନ୍ୟା

ସଫଳ ହେଲା ମିଶନ : ୨୫ ଫୁଟର ବୋରଓ୍ବେଲ ତଳୁ ୮ ଘଣ୍ଟା ‘ଅପରେସନ’ ପରେ ଜୀବନ୍ତ ଉଦ୍ଧାର ହେଲା ଶିଶୁ କନ୍ୟା

Sambalpur

ସମ୍ବଲପୁରରେ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ଦ୍ରୌପଦୀ...

ସମ୍ବଲପୁରରେ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ଦ୍ରୌପଦୀ ମୁର୍ମୁ

Sambalpur

ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଯିବେ ରାଷ୍ଟ୍ରପତି

ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଯିବେ ରାଷ୍ଟ୍ରପତି

Sambalpur

ଟ୍ରିପଲ୍ ମର୍ଡର ମାମଲାରେ ବାପାକୁ ଫାଶୀ ଓ ପୁଅକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ପ୍ରାୟ ତିନି ବର୍ଷ ତଳେ ଏକ ଜମିଜମା ବିବାଦକୁ କେନ୍ଦ୍ରକରି ସମ୍ବଲପୁର ଜିଲ୍ଲାରେ ସଂଘଟିତ ଟ୍ରିପଲ ମର୍ଡର ମାମଲାରେ ଆଜି ରାୟ ଆସିଛି

Sambalpur

ହୀରାକୁଦର ୧୨ ଗେଟ ଦେଇ ଜଳ ନିଷ୍କାସନ

ବର୍ତ୍ତମାନ ମୋଟ ୧୨ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦକୁ ଉପରମୁଣ୍ଡରୁ ୪ ଲକ୍ଷ ୯୨ ହଜାର ୯୧୧ କ୍ୟୁସେକ ଜଳ ପ୍ରବେଶ କରୁଛି।

Sambalpur

ବିଦ୍ୟୁତ ଆଘାତରେ ଗଲା ଦୁଇ ଜୀବନ

ବିଦ୍ୟୁତ ଆଘାତରେ ଗଲା ଦୁଇ ଜୀବନ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଲିପିଣ୍ଡା ପଞ୍ଚାୟତ ଦାବତଏଲା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା

Sambalpur

ଆଜି ଶୀତଳ ଷଷ୍ଠୀ, ବାହାଘର ପାଇଁ ସଜେଇ ହେଉଛନ୍ତି ହର-ପାର୍ବତୀ

ସମ୍ବଲପୁରରେ ଜମୁଛି ଶୀତଳଷଷ୍ଠୀ ଯାତ୍ରା ।

Sambalpur

ସମ୍ବଲପୁର ଗସ୍ତରେ ଆସିବେ ଜାତୀୟ ଜନଜାତି କମିଶନ୍ ସଦସ୍ୟ

ଜାତୀୟ ଜନଜାତି କମିଶନ୍ ସଦସ୍ୟ ଅନନ୍ତ ନାୟକ କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁର ଗସ୍ତରେ ଆସୁଛନ୍ତି।