Tag: #sambalpur
ସମ୍ବଲପୁରରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା
ସମ୍ବଲପୁରରେ ଆଜି ସକାଳ ୬ଟାରୁ ମୋବାଇଲରେ ଇଣ୍ଟରନେଟ୍ ସେବା କାର୍ୟ୍ୟକ୍ଷମ ହୋଇଥିବା ଜଣାଯାଇଛି।
ସମ୍ବଲପୁରରେ କର୍ଫ୍ୟୁ କୋହଳ
ସକାଳ ୬ରୁ ସଂଧ୍ୟା ୬ଟା ଯାଏ କୋହଳ ହୋଇଛି। ସେହିପରି ମୋବାଇଲ୍ ଇଣ୍ଟରନେଟ୍ ଆଉ ୨୪ ଘଣ୍ଟା ପାଇଁ ବନ୍ଦ ରହିଛି ।
ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ।...