ସମ୍ବଲପୁରରେ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ଦ୍ରୌପଦୀ ମୁର୍ମୁ

ସମ୍ବଲପୁରରେ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ଦ୍ରୌପଦୀ ମୁର୍ମୁ

ସମ୍ବଲପୁରରେ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ଦ୍ରୌପଦୀ ମୁର୍ମୁ

ଆଜି ସକାଳୁ ମହାମହିମ ଦ୍ରୌପଦୀ ମୁର୍ମୁ ସମଲେଶ୍ୱରୀ ମନ୍ଦିର ଯାଇ ମା'ଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଜାପିତା ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ରାଷ୍ଟ୍ରିୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମା' ଓ ମାତୃଭାଷାର ଗୁରୁତ୍ୱକୁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଝାରସୁଗୁଡାରୁ ବେଙ୍ଗାଲୁରୁ ଅଭିମୁଖେ ଯିବେ ।