Posts

Bhubaneswar

ରାଜ୍ୟ ଡାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

“ଟେକ୍ନୋଲୋଜି ଆମ ଶାସନ ମଡେଲର ଅଧାରବିନ୍ଦୁ”- ମୁଖ୍ୟମନ୍ତ୍ରୀ

Bhubaneswar

ଥମିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

ରାଜ୍ୟପାଳ ଓଡ଼ିଶା ଆସିଲେ କିନ୍ତୁ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଥମିଲା।

National

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ପରିବର୍ତ୍ତନ, ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ...

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ପରିବର୍ତ୍ତନ କରାଯାଇଛି

National

ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ଉପହାର ମିଳିଲା ବନ୍ଦେ ଭାରତ...

ବନ୍ଦେ ଭାରତ ଟ୍ରେନ ଏବଂ ୮ ହଜାର ୨୧୬ କୋଟି ମୂଲ୍ୟର ରେଳ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Bhubaneswar

ଆଇପିଏସ୍ ସ୍ତରରେ ଅଦଳବଦଳ

ଆଇପିଏସ୍ ସସ୍ତରରେ ବଡ଼ ଧରଣର ଅଦଳବଦଳ

Kalahandi

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଯିବେ 5T ସଚିବ

କାଲିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ

Bhubaneswar

୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପିତ...

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ...

Politics

ମୋଦୀଙ୍କ ପାଖରେ ଏହି ଦାବି ରଖିଲେ ନବୀନ

ବନେ୍ଦ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ସାମିଲ ହୋଇଛନ୍ତି ।

Bhubaneswar

ସାବିତ୍ରୀ ବ୍ରତ ପାଇଁ ମହାଙ୍ଗା ହେଲା ଫଳ ରେଟ୍‌

ରାତି ପାହିଲେ ସାବିତ୍ରୀ ବ୍ରତ। ପତିର ଦୀର୍ଘ ଆୟୁଷ ସହ ମଙ୍ଗଳ ମନାସି ସଧବା ପାଳନ କରିବେ ସାବିତ୍ରୀ ।

Puri

ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପୁରୀରୁ ହାୱଡା ଅଭିମୁଖେ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍

Bhubaneswar

ମାଟ୍ରିକ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର କୃତି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Balangir

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଯୁବକଙ୍କୁ ମାରି ଖଣ୍ଡଖଣ୍ଡ କରିଦେଲେ

ଯୁବକର ମୁଣ୍ଡ, ଗଣ୍ଡି ଅଲଗା କରି ହାଣି ଦିଆଯାଇଛି।

Bhubaneswar

ଆଜି ମାଟ୍ରିକ୍‌ ପରୀକ୍ଷାଫଳ

ପରୀକ୍ଷାଫଳ ଆଜି(ମେ ୧୮) ଦିନ ୧୦ଟାରେ ପ୍ରକାଶ ପାଇବ।

Bhubaneswar

ତାତିରୁ ମିଳିବନି ନିସ୍ତାର, ୨୧ ଯାଏ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ରାଜ୍ୟର ମୋଟ ୧୫ଟି ସହରର ତାପମାତ୍ରା ୪୨ ଡିଗ୍ରି

Jagatsinghapur

ଜେ ଏସ ଡ ବ୍ଲୁ ଫାଉଣ୍ଡେସନର  ଉଡାଣ ସ୍କଲାର ସିପ୍ ରେ ଉପକୃତ ହେଲେ...

ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତାବିତ ଅଞ୍ଚଳରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଛି।

Jagatsinghapur

ରାଜ୍ୟର ବିକାଶ ଧାରାରେ ଅନାଗ୍ରହ ମାନସିକତା 

JSW ପ୍ରକଳ୍ପ ଆସିବା ପରେ ସ୍ଥାନୀୟ ଲୋକଙ୍କୁ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବା ସହିତ କର୍ମ ସଂସ୍ଥାନ ଓ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି।

Horoscope

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୧୮ ତାରିଖ (ଗୁରୁବାର)

Dhenkanal

ସାବିତ୍ରୀ ପୂର୍ବରୁ ଆକାଶଛୁଆଁ ଫଳ ଦର....

ହାତ ମାରି ହେଉନି ଦରଦାମ ରେ , କେବଳ ଆମ୍ବକୁ ଛାଡିଦେଲେ ଅନ୍ୟସବୁ ଫଳ ଦେଢ ଶହ ପାର

Paradip

ବାରମ୍ବାର ରାସ୍ତା ଦୁର୍ଘଟଣା ରେ ଯାଉଛି ଜୀବନ

ଆଜି ପୁଣି ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ପାରାଦୀପ ର ଦୋଛକି ଠାରୁ ଅଠରବାଙ୍କି ପାଲଟିଛି ମୃତ୍ୟୁ ପଥ ବା ଜୀବନ ନେବା ରାସ୍ତା