ବ୍ୟାଙ୍କ ଲୁଟ୍ ଉଦ୍ୟମ: ୨ ଗିରଫ
ଭୁବନେଶ୍ୱର ଉପକଣ୍ଠ ପାହାଳରେ ବ୍ୟାଙ୍କ ଲୁଟ୍ ହୋଇଥିବା ଉଦ୍ୟମ

ଭୁବନେଶ୍ୱର ଉପକଣ୍ଠ ପାହାଳରେ ବ୍ୟାଙ୍କ ଲୁଟ୍ ହୋଇଥିବା ଉଦ୍ୟମ । ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଲୁଟ୍ ଉଦ୍ୟମ କରି ୨ ଜଣ ଗିରଫ ହୋଇଥିବା ସୂଚନା । ସ୍କାଏ ଲାଇଟ ଭାଙ୍ଗି ପଶିଲେ ଆଉ ଆଇରନ ଚେଷ୍ଟ ଭାଙ୍ଗି ନପାରିବାରୁ ଫେରିଗଲେ । ସିସିଟିଭି ଫୁଟେଜ୍ ଆଧାରରେ ୨ ଜଣଙ୍କୁ ଗିରଫ କଲା ପୋଲିସ ।