ଟଙ୍କା ମାଗି ଅଡ଼ୁଆରେ ବନ୍ଦର ଅଧିକାରୀ
ଟେଣ୍ଟ୍ ହାଉସ୍ ସାମଗ୍ରୀ ଜଗାରଖା ପାଇଁ ବନ୍ଦର ଅଧିକାରୀ ତଥା ସାଗରିକା କଳା ନିକେତନ ସମ୍ପାଦକ ମାଗୁଛନ୍ତି ଟଙ୍କା, ସାଗରିକା କଳା ନିକେତନ ସମ୍ପାଦକ ଓ ମହାବୀର ଟେଣ୍ଟ୍ ହାଉସ୍ ମାଲିକ ଙ୍କ ମଧ୍ୟରେ ବିବାଦ

ଟଙ୍କା ମାଗି ଅଡ଼ୁଆରେ ବନ୍ଦର ଅଧିକାରୀ,
ସାଗରିକା କଳା ନିକେତନ ସମ୍ପାଦକ ଓ ମହାବୀର ଟେଣ୍ଟ୍ ହାଉସ୍ ମାଲିକ ଙ୍କ ମଧ୍ୟରେ ବିବାଦ,
ଟେଣ୍ଟ୍ ହାଉସ୍ ସାମଗ୍ରୀ ଜଗାରଖା ପାଇଁ ବନ୍ଦର ଅଧିକାରୀ ତଥା ସାଗରିକା କଳା ନିକେତନ ସମ୍ପାଦକ ମାଗୁଛନ୍ତି ଟଙ୍କା,
ଟଙ୍କା ନଦେଲେ କଳା ନିକେତନ ରେ କୌଣସି କାମ କରାଇ ନ ଦେବାକୁ ଦେଉଛନ୍ତି ଧମକ,
ସମ୍ପାଦକ ଓ ମାଲିକ ଙ୍କ ଯୁକ୍ତି ତର୍କ ଫୋନ୍ କଲ୍ ରେକଡିଂ ଭାଇରାଲ୍,
ମାମଲା ପହଞ୍ଚିଲା ପାରାଦୀପ ଆଦର୍ଶ ଥାନା ରେ
ଯାହାକୁ ନେଇ ପାରାଦୀପ ରେ ଯୋର ଧରିଛି ଚର୍ଚ୍ଚା,
ସମ୍ପୂର୍ଣ ଖବର ଏହି ଭିଡିଓ ରେ ଦେଖନ୍ତୁ
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ