ପୁଣି ରେଳ ଦୁର୍ଘଟଣା
ଢେଙ୍କାନାଳ କମଳାଙ୍ଗ ଷ୍ଟେସନ ନିକଟରେ ଦୁର୍ଘଟଣା -l

ଢେଙ୍କାନାଳ କମଳାଙ୍ଗ ଷ୍ଟେସନ ନିକଟରେ ପୁଣି ରେଳ ଦୁର୍ଘଟଣା l କମଳାଙ୍ଗ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା l ଟ୍ରେନର ଦୁଇଟି ବଗିର ତିନୋଟି ଚକା ଲାଇନଚ୍ୟୁତ ହୋଇଯାଇଛି l ମାଲଗାଡ଼ିଟି ଅପ୍ ଲାଇନରେ ଡୁବୁରୀରୁ ତାଳଚେର ଯାଉଥିଲା lବର୍ତ୍ତମାନ ଅପଲାଇନରେ ଟ୍ରେନ ଚଳାଚଳ ବନ୍ଦ