Posts
ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା
ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ବିଭାଗ ଆଶା ରଖିଛି
ନୂଆ ଟେଣ୍ଡର ବିରୋଧରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ : କ୍ୟାପିଟାଲ...
ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀମାନେ ଆଜି ଆନ୍ଦୋଳନରେ ବସିଛନ୍ତି
ରାଜ୍ୟ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ
ବିଜେପିରେ ସାମିଲ ହେଲେ ଭଦ୍ରକ,କଟକ,କେନ୍ଦ୍ରାପଡା ,କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସମାଜସେବୀ ଓ ଛାତ୍ରନେତା
ବିଜେଡି ଉପ ସଭାପତି ପଦରୁ ହଟିଲେ ସୌମ୍ୟରଞ୍ଜନ
ମୁଖ୍ୟମନ୍ତ୍ରୀ ଦସ୍ତଖତରେ ଜାରି ହେଲା ନିର୍ଦ୍ଦେଶନାମା । ସଚିବଙ୍କୁ ସମାଲୋଚନା କରିବାରୁ ବିଜେଡି ନେଲା କାର୍ଯ୍ୟାନୁଷ୍ଠାନ
ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ
ବରଗଡ଼ ଜିଲ୍ଲା ବରପାଲି ବ୍ଳକ କନବାର ଗାଁ ଗାନ୍ଧିପଲ୍ଲୀ କଲୋନୀ ଠାରେ ଏକ ଘର ଛାତ କାମ ଚାଲିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି
ଫରେଷ୍ଟର ଓ ବନ କର୍ମଚାରୀଙ୍କୁ ଟେକି କଚାଡିଲା ମାଇ ହାତୀ
ହାତୀ ଆକ୍ରମଣରେ ଫରେଷ୍ଟର ଓ ବନ କର୍ମଚାରୀ ଗୁରୁତର ଆହତ
ଏଆର୍ ରହମାନଙ୍କ ଲାଇଭ୍ କନସର୍ଟରେ ଅବ୍ୟବସ୍ଥା, ଟିକେଟ୍ ଥାଇ ବି ମିଳିଲାନି...
ଖ୍ୟାତନାମା ସଂଗୀତକାର ଏଆର୍ ରହମାନଙ୍କ ଲାଇଭ୍ କନସର୍ଟରେ ବ୍ୟାପକ ଅବ୍ୟବସ୍ଥା ନେଇ ଦର୍ଶକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି
୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା
ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି
ଜଙ୍କିଆ ଏଏସଆଇ ନିଲମ୍ବିତ
ୱାର୍ଡ ସଭ୍ୟଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଏଏସ୍ଆଇ ନିରଞ୍ଜନ ମହାନ୍ତି
୮୫୦ କେଜି ମହୁଲ ପୋଚ ସହ ୬୦ ଲିଟର ଦେଶୀ ରନ୍ଧା ମଦ ଜବତ
୮୫୦ କେଜି ମହୁଲ ପୋଚ ସହ ୬୦ ଲିଟର ଦେଶୀ ରନ୍ଧା ମଦ ଜବତ
ମଦ୍ୟପ ପୁଲିସ ଅଫିସରଙ୍କ ଉନ୍ମୋକ୍ତ କାଣ୍ଡ
ମଦ୍ୟପ ପୁଲିସ ଅଫିସରଙ୍କ ଉନୋକ୍ତ କାଣ୍ଡ ସମିତି ସଭ୍ୟ ଆହତ, ୱାର୍ଡ ସଭ୍ୟ ଗୁରୁତର ଆହତ ଗ୍ରାମ ବାସୀଙ୍କ ପକ୍ଷରୁ ଥାନା ଘେରାଉ
ବର୍ତ୍ତିଲେ ୧୬୮ ଯାତ୍ରୀ, କୋଚିରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ
ଏୟାର ଏସିଆର ଏକ ବିମାନ କୋଚିରେ ଜରୁରୀ ଅବତରଣ କରିଛି








