ଯାଜପୁର ଓଭର ବ୍ରିଜ୍ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍

ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟି ନିକଟରେ ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି l ଯାଜପୁର ଓଭର ବ୍ରିଜ୍ରୁ ତଳକୁ ଖସିଛି ଯାତ୍ରୀବାହୀ ବସ୍ । ଏନ୍ଏଚ୍-୧୬ର ବାରବାଟୀ ଛକ ପାଖରେ ଖସି ୪୦ ଆହତ ।ବସ ଟି ଭୁବନେଶ୍ୱର ରୁ ବାଲେଶ୍ୱର ଯାଉଥିବା ବେଳେ ଏହି ଅଘଟଣ ଘଟିଛି l