Posts
କାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ
ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ
‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା’ର ଆଜି ଶୁଭାରମ୍ଭ କରିବେ...
‘ଉତ୍ତମ ପୋଷଣ , ସୁସ୍ଥ ଜୀବନ’ର ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିବେ
ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ମାନଙ୍କ...
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ର ବିଭିନ୍ନ ଦାବୀ ନେଇ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ଶିକ୍ଷକ ଓ ଶିକ୍ଷୟିତ୍ରୀ...
୨ ବିଜେପି ନେତା ନିଲମ୍ବିତ
ବିଜେପିରୁ ନିଲମ୍ବିତ ହେଲେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରଞ୍ଜନ ପଲେଇ ଏବଂ କୋଦଳା ଏନଏସି ମଣ୍ଡଳ ସଭାପତି ମଧୁସୁଦନ ଜେନା
ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସେପ୍ଟେମ୍ବର ୧୭ରେ ସର୍ବଦଳୀୟ...
ସଂସଦର ସ୍ୱତନ୍ତ୍ର ଅଧିବେଶନର ଦିନକ ପୂର୍ବରୁ ସେପ୍ଟେମ୍ବର ୧୭ରେ ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି
ତାଲା ଭାଙ୍ଗି ଘରୁ ୧୦ ଭରି ସୁନା ସହ ନଗଦ ୩୦ ହଜାର ଟଙ୍କା ଚୋରି ।
ଦିନରେ ଚୋରି,ତାଲା ଭାଙ୍ଗି ଘରୁ ୧୦ ଭରି ସୁନା ସହ ନଗଦ ୩୦ ହଜାର ଟଙ୍କା ଚୋରି ।
ଆସନ୍ତୁ ଜାଣିବା ମୁଖ୍ୟମନ୍ତ୍ରୀ କାହାକୁ ଦେଲେ ୧୦ ଲକ୍ଷ ପୁରସ୍କାର
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର
ମୟୂରଭଞ୍ଜ ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ...
ମୟୂରଭଞ୍ଜ ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଗିରଫ ଡିଏଫଓ ନିଲମ୍ବିତ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।
ଲଗାଣ ବର୍ଷାରେ ପାହାଡ଼ରୁ ଖସିଲା ପଥର, ରାସ୍ତା ଅବରୋଧ
ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ପାହାଡ ଧସିଛି
ପ୍ରଥମ ଥର ଭଦ୍ରକରେ ଖୋଲିଲା ଅତ୍ୟାଧୁନିକ ଡ୍ରାଏ କ୍ଲିନର
ଭଦ୍ରକ ସହର ର ଲୋକନାଥ ମନ୍ଦିର ନିକଟରେ ପ୍ରଥମ ଶୁଭାରମ୍ଭ ହୋଇଯାଇଛି ଅତ୍ୟାଧୁନିକ ସନଲାଇଟ୍ ଡ୍ରାଇକ୍ଲିନର୍ସ
ଯୌନ ନିର୍ଯାତନା ମାମଲା : ସୌରୀନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ...
ଯୌନ ନିର୍ଯାତନା ଅଭିଯୁକ୍ତ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ ବଢ଼ିବାରେ ଲାଗିଛି
ଉପସଭାପତି ପଦରୁ ବହିଷ୍କାର ପରେ ସୌମ୍ୟଙ୍କ ପ୍ରତିକ୍ରିୟା
ଉପସଭାପତି ପଦରୁ ବହିଷ୍କାର ପରେ ସୌମ୍ୟଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟ








