Posts
ଲୋକାର୍ପିତ ହେଲା ୧୮୧ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନ
ପ୍ରାଣୀ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ସେଥିପାଇଁ ‘ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନ’ ବ୍ୟବହାର କରାଯାଉଛି ।
ବାଇକ ସହ ୧୫ କେଜି ୧୦୦ ଗ୍ରାମ ଓଜନ ର ଗଞେଇ ଜବତ ।
ବାଇକ ଯୋଗେ ଗଞେଇ ଚାଲାଣ କରୁଥିବା ଅଭିଯୁକ୍ତ ଯୁବକ ଗିରଫ,ବାଇକ ସହ ୧୫ କେଜି ୧୦୦ ଗ୍ରାମ ଓଜନ ର ଗଞେଇ ଜବତ ।
୧୮ ଟି ମଣ୍ଡପରେ ପୂଜା ପାଇବେ ଗଜାନନ ୨୪ ରୁ ୨୬ ମେଲଣ
ଭୁବନରେ ଦ୍ଵିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ହିନ୍ଦୁତ୍ବକୁ ନଷ୍ଟ କରିବାକୁ ଚାହୁଛନ୍ତି କିଛି ବିଧର୍ମୀ : ଶଙ୍କରଚାର୍ଯ୍ୟ
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କ ସନାତନ ଧର୍ମ ପ୍ରତି କଟୁ ମନ୍ତବ୍ୟକୁ ନେଇ ସାରା ଦେଶରେ ବିରୋଧାଭାଷ ମୁଣ୍ଡ ଟେକିଛି
ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ...
ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ନଦୀକୁ ଯାଉଥିଲେ ରୁହନ୍ତୁ ସତର୍କ, ଗାଧୋଇବା ସମୟରେ ହଠାତ୍ ମାଡି...
ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ
ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ତାହା ଯୁକ୍ତିଯୁକ୍ତ:ଜୟନାରାୟଣ
ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା ପରେ ସାମ୍ନାକୁ ଆସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
ନବୀନ ବାବୁ ୧୫ ଦିନରେ ମତ ବଦଳାନ୍ତି: ସୌମ୍ୟ
ଦଳ ବଦଳ ପ୍ରସଙ୍ଗରେ କଡା ଉତ୍ତର ଦେଲେ ବିଧାୟକ ସୌମ୍ୟରଞ୍ଜ ପଟ୍ଟନାୟକ
ଭିଜିଲାନ୍ସ ଜାଲରେ ଓଏସଡବ୍ଲୁସି ଗୋଦାମ ଅଧୀକ୍ଷକ, ମିଳିଲା ପୁଳା ପୁଳା...
ଭିଜିଲାନ୍ସ କବଜାରେ ଦୁଇ ଲାଞ୍ଚୁଆ ସରକାରୀ କର୍ମଚାରୀ
ସଚିନ୍ ତେନ୍ଦୁଲକରଙ୍କୁ ‘ଗୋଲ୍ଡେନ୍ ଟିକେଟ୍’ ଦେଲା ବିସିସିଆଇ
ଅକ୍ଟୋବର ୫ ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି
ଅକ୍ଟୋବର ପହିଲାରୁ ୮ ଘଣ୍ଟା ବନ୍ଦ ରହିବ ବିମାନସେବା
ଅକ୍ଟୋବର ପହିଲାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ମରାମତି କାମ ପାଇଁ ଦିନକୁ ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା
କଂଗ୍ରେସରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ ରାଉତରାୟ
ମନ୍ମଥ କହିଛନ୍ତି, କଂଗ୍ରେସରେ ମୁଁ ସଦସ୍ୟ ନଥିଲି, ନିଲମ୍ବନ କଣ ହେବି?
ମନ୍ମଥଙ୍କୁ ନିଲମ୍ବନ, ସୁରଙ୍କ ପ୍ରତିକ୍ରିୟା
ମନ୍ମଥ ରାଉତରାୟଙ୍କ ସସପେଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ସୁର ରାଉତରାୟ
୨୨ ପୌରାଂଚଳରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି
ରାଜ୍ୟର ୨୨ଟି ପୌର ପରିଷଦ ଓ ଏନଏସିରେ ନୂଆ କାର୍ୟ୍ୟନିର୍ବାହୀ ଅଧିକାରୀ(ଏକଜ୍ୟୁକିଟିଭ ଅଫିସର)ଙ୍କୁ ନିଯୁକ୍ତି ମିଳିଛି
ଡିସେମ୍ବର ସୁଦ୍ଧା ସବୁ ଗାଡ଼ିରେ ଟ୍ରାକିଂ ଓ ସେଫ୍ଟି ଡିଭାଇସ ବାଧ୍ୟତାମୂଳକ
ରାଜ୍ୟରେ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ସମସ୍ତ ଗାଡ଼ିରେ ଏଣିକି ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ଲଗାଇବା ହେବ ବାଧ୍ୟତାମୂଳକ
ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ
ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି
ଅବକାରୀ ବିଭାଗ ପକ୍ଷରୁ ଚଢାଉ :୨୫୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ
ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ହଜାର ଲିଟର ମହୁଲ ପୋଚ ନଷ୍ଟ, ୨୫୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ








