Posts

Politics

ବିରୋଧୀଙ୍କୁ ଟାର୍ଗେଟ୍ କଲେ ୫-ଟି ଅଧ୍ୟକ୍ଷ

ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ୫-ଟି ଅଧ୍ୟକ୍ଷ

Paradip

ଇଫକୋ ସାର କାରଖାନା ପାରାଦୀପ ୟୁନିଟ୍ କୁ  ମର୍ଯ୍ୟାଦାଜନକ ଜାତୀୟ...

ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଇଫକୋ ପାରାଦୀପ ୟୁନିଟ୍ କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି...

National

ସଂସଦ ସୁରକ୍ଷା ଭଙ୍ଗ ଘଟଣା ଚିନ୍ତାଜନକ: ମୋଦୀ

ସଂସଦ ସୁରକ୍ଷା ଭଙ୍ଗ ଘଟଣାର ପାଞ୍ଚ ଦିନ ପରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

State

ଛତିଶଗଡ଼ର ସୁକ୍‌ମାରେ ନକ୍ସଲ ଆକ୍ରମଣ

ଛତିଶଗଡ଼ର ନକ୍ସଲ ପ୍ରଭାବିତ ସୁକ୍‌ମା ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି।

Kandhamal

ପ୍ରାକ-ଖ୍ରୀଷ୍ଟଜନ୍ମ ମହୋତ୍ସବ ପାଳିତ

କନ୍ଧମାଳ ଜିଲ୍ଲା ଫୁଲବାଣୀ ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଅନୁଷ୍ଠିତ ହେଇଥିଲା

Paradip

ସମ୍ପର୍କ ଡୋରି ରେ ନିମନ୍ତ୍ରଣ: ପ୍ରତିଶ୍ରୁତି ରକ୍ଷା କଲେ ରାଷ୍ଟ୍ରପତି

ମହାମହିମ ରାଷ୍ଟ୍ରପତି ଙ୍କୁ ଭେଟିଲେ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠର ମନ୍ଦିର ନିର୍ମାଣ କମିଟି ର ଉପସଭାପତି ଓ ଇଫକୋ ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର...

Politics

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢିବେ ଶ୍ରୀମୟୀ ମିଶ୍ର

ନିର୍ବାଚନୀ ମାହୋଲ ଭିତରେ ବଡ଼ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା ।

State

STF ଜାଲରେ କାଶ୍ମୀର ଆତଙ୍କୀ

ଓଡ଼ିଶାରେ କାଶ୍ମୀର ଆତଙ୍କବାଦୀ ! ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କବାଦୀ ।

Politics

ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଲେ ଭର୍ତ୍ତୃହରି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରଶଂସା କରିବା ସହ କିଛି ପରାମର୍ଶ ଦେଇଛନ୍ତି

Puri

ଶ୍ରୀମନ୍ଦିରକୁ ପଲିଥିନ ଓ ପ୍ଲାଷ୍ଟିକ ମନା

ନୂଆବର୍ଷରୁ ଲାଗୁ ହେବ ଏହି ନିୟମ, ଶ୍ରୀ ମନ୍ଦିର ପ୍ରଶାସନ

Politics

ପୁରୀରେ ନିର୍ମାଣ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ

ବ୍ରହ୍ମଗିରୀ, କୃଷ୍ଣପ୍ରସାଦ, କଣାସ ଓ ପୁରୀ ସଦର ବ୍ଲକରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବ ।

State

ମୁହଁ ଖୋଲିଲେ କୁବେର ସାଂସଦ ଧୀରଜ ସାହୁ

ଓଡ଼ିଶାର ମଦଭାଟିରୁ ଜବତ ସବୁଟଙ୍କା ଆମ ପରିବାରର,

State

ଏଣିକି ସବୁ ନୂଆ ଟ୍ରାନ୍ସପୋର୍ଟ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍

ଗାଡ଼ିରେ ଲାଗିବ ଭିଏଲ୍‌ଟିଡି: ନୂଆବର୍ଷରୁ ନୂଆ ଯାନବାହନ, ୨୦୨୪ ଜୁନ୍ ୩୦ ସୁଦ୍ଧା ପୁରୁଣା ପାଇଁ ବାଧ୍ୟତାମୂଳକ

State

ଟ୍ରାନ୍ସପୋର୍ଟ କମିଶନର ଏବଂ ଓଡିଶା ଟ୍ରକ ମାଲିକ ମହାସଂଘର ବୈଠକ 

୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନଙ୍କ ନିର୍ଦେଶ କ୍ରମେ ଟ୍ରାନ୍ସପୋର୍ଟ କମିଶନର ଏବଂ ଓଡିଶା ଟ୍ରକ ମାଲିକ ମହାସଂଘର ବୈଠକ