Posts

State

ASO ଚୟନ: ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

ସୂଚନାଯୋଗ୍ୟ ଯେ, ଗତ ୨୦୨୨ ମସିହାରେ ୭୯୬ଟି ASOପଦବୀ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

National

ଅଯୋଧ୍ୟାରେ ହେବ ଇ- ଯାନ ବ୍ୟବସ୍ଥା

ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିରରେ ନୂଆ ବର୍ଷରେ ଭଗବାନ ରାମଲାଲାଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।

State

୩୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

Politics

ରାଜ୍ୟସଭାରେ ୩ ଅପରାଧିକ ବିଲ୍‌ ପାସ୍‌

ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ୩ ନୂଆ ଅପରାଧିକ ବିଲ୍‌।

Dhenkanal

ଦୁର୍ନୀତି ସଂଘର୍ଷ ମଞ୍ଚ ଗଠିତ

ତ୍ରିଲୋଚନ ସାହୁ ସଭାପତି,ଦୀପକ ଗୁରୁ ସମ୍ପାଦକ

State

ଅଲଗା ହେବେ ବର୍ଷା-ଅନୁଭବ,ଅନୁମତି ଦେଲେ ହାଇକୋର୍ଟ

ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ଗୁରୁବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।

State

ରାଜ୍ୟର ୫୯ଟି ଗୋଶାଳାକୁ ୮କୋଟି ୧୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ବୁଲା ଓ ଅସହାୟ ଗୋରୁଗାଈଙ୍କ ହିତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ରାଜ୍ୟର ୫୯ଟି ଗୋଶାଳାକୁ ୮କୋଟି ୧୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି

State

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଏହି ଚଢାଉରେ ୮ ଜଣ ଡିଏସ୍‌ପି , ୫ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ...

Politics

୩୦ରେ ପଦ୍ମପୁର ଜିଲ୍ଲା ଘୋଷଣା,୨୯ ବର୍ଷର ସ୍ବପ୍ନ ପୂରା କରିବେ ନବୀନ

ଆସନ୍ତା ୩୦ ତାରିଖରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଖବର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଆଶାର ସଞ୍ଚାର...

National

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାପାଇଁ ଖଡଗେ...

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଖଡଗେ, ସୋନିଆ ଗାନ୍ଧୀଙ୍କ ବ୍ୟତୀତ ଲୋକସଭାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି...

National

ଆଉ ଶୁଭିବ ନାହିଁ ‘ତାରିଖ ପରେ ତାରିଖ’ କି ଆଉ ମିଳିବ ନାହିଁ ‘ତାରିଖ...

ଶେଷ ହେଲା ଏହି ତାରିଖ ପରେ ତାରିଖ ର ଯୁଗ : ଲୋକସଭାରେ ୩ ଆପରାଧିକ ଆଇନ ସଂଶୋଧନ ବିଲ୍‌ ପାରିତ

Kandhamal

୪ର୍ଥ ପ୍ରାକ-ବଡ଼ଦିନ ମହୋତ୍ସବ ୨୦୨୩ ଅନୁଷ୍ଟିତ

କନ୍ଧମାଳ : ଟିକାବାଲିର ପାଣିଙ୍ଗିଆ ଠାରେ ୪ର୍ଥ ପ୍ରାକ-ବଡ଼ଦିନ ମହୋତ୍ସବ ୨୦୨୩ ଅନୁଷ୍ଟିତ

Kandhamal

ଗ୍ରାମବାସୀ ଙ୍କ ରାସ୍ତା ରୋକ 

୧୧ କେବି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବସ ହେଳ୍ପର ମୃତ୍ୟୁ ଘଟଣା ରେ କ୍ଷତିପୂରଣ ଦାବିନେଇଁ ସ୍ଥାନୀୟ ଗ୍ରାମବାସୀ ଙ୍କ ରାସ୍ତା ରୋକ 

Dhenkanal

ସ୍ଥାପନ ହେଲା ନନ୍ଦିଘୋଷ ରଥ ଚକ

ଭୁବନ ବୁଦ୍ଧେଶ୍ୱର୍ ମନ୍ଦିର ରେ ସ୍ଥାପନ ହେଲା ନନ୍ଦିଘୋଷ ରଥ ଚକ, ଭବ୍ୟ ସ୍ବାଗତ,ଜୟ ଜଗନ୍ନାଥ ଧ୍ବନି ରେ ପ୍ରକମ୍ପିତ ହେଲା ସହର

Politics

ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ପ୍ରିୟଙ୍କା

INDIA ମେଣ୍ଟ ପକ୍ଷରୁ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିବାକୁ ସେ କହିଥିବା ଜଣାପଡ଼ିଛି। କିଛି ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।

Politics

ଆଉ ରହିବନି ଆଇପିସି, ସିଆରପିସି : ସଂସଦରେ ୩ ବିଲ ପାସ୍‌

ଟିଶ ଶାସନ ସମୟରୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ। ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ...

Bhubaneswar

ଧାର୍ମିକସ୍ଥଳୀର ହେବ ରୂପାନ୍ତର

ଭୁବନେଶ୍ୱରର ୫୦୭ଟି ଧାର୍ମିକସ୍ଥଳୀର ହେବ ରୂପାନ୍ତର, ପାଣ୍ଡିଆନଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି

State

ତେଜୁଛି ବୁଖାରୀ ର ବୁଖାର, ଖୋଲୁଛି ଗୁମର ର ଖମାର !

୫ ଦିନିଆ ରିମାଣ୍ଡରେ ଆସିବା ପରେ ଚାଲିଛି ମାରାଥନ୍ ଜେରା, ଏହା ପରେ ହେବ ମିଳିତ ଜେରା