Posts

Horoscope

ଆଜିର ରାଶିଫଳ

ଡିସେମ୍ବର ମାସ ୧୬ ତାରିଖ ୨୦୨୩ ମସିହା (ଶନିବାର)

State

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ପାରିତ ହେଲା ୨୭ଟି ପ୍ରସ୍ତାବ, ଅପପ୍ରଚାରର ଦିଆଯିବ ଦୃଢ ଜବାବ

Bhubaneswar

ଅର୍ଚ୍ଚନା ନାଗ୍ ଙ୍କୁ ହତ୍ୟା ଧମକ

ହତ୍ୟା ପାଇଁ ଧମକ ମିଳୁଥିବା ଅର୍ଚ୍ଚନାଙ୍କ ଅଭିଯୋଗ -‘ମୋ ଜୀବନ ପ୍ରତି ବିପଦ ଅଛି’

Politics

ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ବଡ ଘୋଷଣା : ଲଢ଼ିବେନି ନିର୍ବାଚନ,

ମୁଖ୍ୟମନ୍ତ୍ରୀ ମୋ ଗୁରୁ ନବୀନ ମୋ ‘ବାପା’ ବୋଲି ସମ୍ବୋଧନ କଲେ ଭି କାର୍ତ୍ତିକେୟ ପାଣ୍ଡିଆନ୍

Politics

ବିଜେଡି ନିରାଶାରେ ଭାଙ୍ଗି ପଡିଛି-ବିଜେପି

ମଦ ବ୍ୟବସାୟୀଙ୍କ ଘରୁ କଳାଟଙ୍କା ଜବତ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି ।

Sports

ଦକ୍ଷିଣ ଆଫ୍ରିକାକୁ ୧୦୬ ରନରେ ପରାସ୍ତ କଲା ଭାରତ

ତୃତୀୟ ଟି-୨୦ ମୁକାବିଲାରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୧୦୬ ରନରେ ପରାସ୍ତ କରିଛି ଭାରତ।

State

ଏଟିଏମ୍‌ରୁ ବାହାରିବ ଚାଉଳ

ଏଣିକି ୨୪ ଘଣ୍ଟା ମିଳିବ ରାସନ

State

୪୦୦ ଲିଟର ଚୋରା ମଦ ଜବତ : ୪ ଗିରଫ

ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଅନେକ ସ୍ଥାନରେ ଚଢଉ କରାଯାଇଛି।

Horoscope

ଆଜିର ରାଶିଫଳ

ଡିସେମ୍ବର ମାସ ୧୫ ତାରିଖ ୨୦୨୩ ମସିହା(ଶୁକ୍ରବାର)

State

ଡାକ୍ତର ଦାମୋଦର ରାଉତଙ୍କର ୮୨ ତମ ଜନ୍ମ ଜୟନ୍ତୀ

ଡାକ୍ତର ଦାମୋଦର ରାଉତ ଙ୍କ ୮୨ତମ ଜନ୍ମତିଥି ପାଳନ ଅବସରରେ ଦାମୋଦର ଜୟନ୍ତୀ କମିଟି ପକ୍ଷରୁ ସମୂହ ଦୀପଦାନ ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ

Koraput

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିଲା, ଉପକୃତ ହେବେ ୧୩ ଲକ୍ଷ ଲୋକ

Sports

ଟାଟା ଷ୍ଟିଲ ସହ ରାଜ୍ୟ ସରକାରଙ୍କ ଏମ୍‌ଓୟୁ

ତୀରନ୍ଦାଜ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଟାଟା ଷ୍ଟିଲ ସହିତ ହାତ ମିଶାଇଛନ୍ତି ଓଡ଼ିଶା ସରକାର

State

ବୁଲାକୁକୁର କାମୁଡ଼ିଲେ ଦାୟୀ ରହିବ ପୌର ପ୍ରଶାସନ

୮ ବର୍ଷ ତଳର ମାମଲାରେ ଦୃଷ୍ଟାନ୍ତମୂଳକ ରାୟ ଦେଲେ ହାଇକୋର୍ଟ

National

ସଂସଦରେ ଅନୁପ୍ରବେଶ ବେଳେ ରାହୁଲ ଗାନ୍ଧି ନୀରବ କାହିଁକି ?

ସଂସଦରେ ଅନୁପ୍ରବେଶ ବେଳେ ରାହୁଲ ଗାନ୍ଧି କଣ ଛିଡା ହୋଇ ଦେଖୁଛନ୍ତି ?

National

କିଏ ଏହି ନିଲମ ? କଣ ଥିଲା ତାଙ୍କ ଉଦ୍ଦେଶ୍ୟ ?

ସଂସଦ ବାହାରେ ଗିରଫ ହୋଇଥିବା ନିଲମ କିଏ, କାହିଁକି କରିଥିଲେ ଏଭଳି ଉଦ୍ୟମ?

National

ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ଲୋକସଭା ଭିତରେ ପଶିଲେ ୨ ଅଜ୍ଞାତ

ଲୋକସଭାର ଦର୍ଶକ ଗ୍ୟାଲେରୀରୁ ଓ୍ବେଲକୁ ଡେଇଁଲେ ଅଜଣା ଲୋକ । ଫଳରେ ସଂସଦଙ୍କ ମଧ୍ୟରେ ଭୟର ବାତାବରଣ

Bhubaneswar

୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

ସିଧାସଳଖ କ୍ୟାପିଟାଲ ଲ କଲେଜକୁ ଯାଇ ଦେଲେ ପରୀକ୍ଷା । କହିଲେ, ତଦନ୍ତରେ କରିବେ ସହଯୋଗ

Sambalpur

ଜିତିଗଲା ଜୀବନ , ଜୀବନ୍ତ ଉଦ୍ଧାର ହେଲା ଶିଶୁ କନ୍ୟା

ସଫଳ ହେଲା ମିଶନ : ୨୫ ଫୁଟର ବୋରଓ୍ବେଲ ତଳୁ ୮ ଘଣ୍ଟା ‘ଅପରେସନ’ ପରେ ଜୀବନ୍ତ ଉଦ୍ଧାର ହେଲା ଶିଶୁ କନ୍ୟା

Sports

କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ...

କ୍ରୀଡ଼ା ଜଗତରେ ଇତିହାସ ଲେଖିଲା ଓଡ଼ିଶା, କଳିଙ୍ଗ ଷ୍ଟାଡିୟମ କଂପ୍ଲେକ୍ସରେ ଯୋଡି ହେଲା ଆନ୍ତର୍ଜାତୀୟ ମାନର କ୍ରୀଡ଼ା ବିଜ୍ଞାନ କେନ୍ଦ୍ର