Posts

Politics

‘ଗଣତନ୍ତ୍ରର ଶ୍ବାସରୁଦ୍ଧ କରାଯାଇଛି’: ସୋନିଆ ଗାନ୍ଧି

୧୪୧ ସାଂସଦ ନିଲମ୍ବନ ଘଟଣାରେ କହିଲେ ସୋନିଆ

National

ପ୍ରତିଷ୍ଠା ଉତ୍ସବ ରେ ଆସିବେ ଆଡଭାନୀ ଓ ଯୋଶୀ, ମିଳିଲା ନିମନ୍ତ୍ରଣ

ଭକ୍ତ ଙ୍କ ଭାବାବେଗ ଶୁଣିଲେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ର, ଶେଷରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆଡଭାନୀ-ଯୋଶୀଙ୍କୁ ମିଳିଲା...

Entertainment

ଶାହରୁଖଙ୍କ ପତ୍ନୀ ଗୌରୀଙ୍କୁ ଇଡିର ନୋଟିସ୍‌

ବଲିଉଡ୍‌ର କିଙ୍ଗ ଖାନ୍ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ।

Sports

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଦିନିକିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବା ଦିନିକିଆ କ୍ରିକେଟ ସିରିଜର ଦ୍ଵିତୀୟ ମ୍ୟାଚ।

Rourkela

ଝାଡାବାନ୍ତି ଆତଙ୍କ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲାରେ ଝାଡାବାନ୍ତି ଆକ୍ରାନ୍ତ ଘଟଣାର ସମୀକ୍ଷା କରିବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

State

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ଚିଠି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଚିଠି ଲେଖିଛନ୍ତି।

State

ବଜାରରେ ବିକ୍ରି ହେଉଛି ନକଲି ଡାଳଚିନି

ସୂଚନା ମୁତାବକ, ବଜାରରେ ନକଲି ଡାଳଚିନି ବିକ୍ରି ହେଉଥିବା ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ଙ୍କ ନିକଟରେ ବହୁ ଅଭିଯୋଗ ।

State

୧୦ ଡିଗ୍ରୀ ସେଲସିୟସ ତଳେ ରାଜ୍ୟର ୧୦ ସହର

ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି। ୬.୫ ଡିଗ୍ରୀ ସହ ସେଲସିୟସ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ହୋଇଛି।

Sports

ଆଜି ଆଇପିଏଲ୍ ନିଲାମ: ଦଳ ମାନଙ୍କ ସମ୍ଭାବ୍ୟ ରଣନୀତି ଉପରେ ଏକ ନଜର

ପ୍ରତିଭାବାନ ଭାରତୀୟ ଖେଳାଳିଙ୍କ ସୀମିତ ବିକଳ୍ପ ଯୋଗୁଁ ଆଇପିଏଲ୍ ୨୦୨୪ ପାଇଁ ମଙ୍ଗଳବାର ଏଠାରେ ହେବାକୁ ଥିବା ମିନି ନିଲାମ ବେଶ୍ ଆକର୍ଷଣୀୟ ହେବ ବୋଲି ଆଶା...

Bhubaneswar

ଭୁବନେଶ୍ଵରରେ କପିଲ ଦେବ

ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି । ଏକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେବେ କପିଲ ଦେବ

National

ବିଳମ୍ବିତ ରାତିରେ ବଡ ଧରଣର ଭୂକମ୍ପରେ ଥରିଲା ଚୀନ : ୧୧୧ ମୃତ

ମିଡିଆ ରିପୋର୍ଟ ଅନୁସାରେ, ଗାଂସୁ ଏବଂ କିଂଘଇ ପ୍ରାନ୍ତରେ ୬.୨ ତୀବ୍ରତାର ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଲାଣି ।

Horoscope

ଆଜିର ରାଶିଫଳ

୨୦୨୩ ମସିହା ଡିସେମ୍ବର ମାସ ୧୯ ତାରିଖ (ମଙ୍ଗଳବାର)

State

ଓଡ଼ିଶା ମାଇନିଂ କର୍ପୋରେସନ କର୍ପୋରେଟ ଅଫିସର ଭିତ୍ତିପ୍ରସ୍ତର ସ୍ଥାପନ...

ଓଡ଼ିଶା ମାଇନିଂ କର୍ପୋରେସନ କର୍ପୋରେଟ ଅଫିସର ଭିତ୍ତିପ୍ରସ୍ତର ସ୍ଥାପନ। ଭୁବନେଶ୍ବର ଜୟଦେବ ବିହାର ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ...

Mayurbhanj

ବାଙ୍ଗିରିପୋଷି ଘାଟିରେ ପୁଲିସ ଗାଡି ସହ କଣ୍ଟେନର ମୁହାଁମୁହିଁ ଧକ୍କା:୨୦...

ପଞ୍ଚପୀଢ କରଞ୍ଜିଆ ଅଞ୍ଚଳରୁ ୨୦ରୁ ଅଧିକ ରିଜର୍ଭ ପୁଲିସକୁ ନେଇ ବାରିପଦା ଆସୁଥିବାବେଳେ ପୁଲିସ ଗାଡି ସହ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି |

Kendrapara

ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କ କେନ୍ଦ୍ରାପଡା ଗସ୍ତ

କାତ୍ତିର୍କ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଗସ୍ତ ରେ କହିଲେ ଚେଇଁ ଶାଇଥିବ ଯିଏ ତାକୁ ଉଠାଇବ କିଏ ?

National

ବୁଡାଜାହାଜରୁ ୩୫୦୦ କିମି ରେଞ୍ଜ ଲକ୍ଷ୍ୟଭେଦ କରି ପାରୁଥିବା ମିସାଇଲ...

ଭାରତ ପକ୍ଷରୁ ପ୍ରାୟ ୩୫୦୦ କିମି ରେଞ୍ଜ ମଧ୍ୟରେ କୌଣସି ଲକ୍ଷ୍ୟକୁ ଭେଦ କରି ପାରୁଥିବା କେ ସିରିଜି କ୍ଷେପଣାସ୍ତ୍ରର ଦ୍ୱିତୀୟ ଲାଗି କରାଯାଇଛି ପରୀକ୍ଷଣ।

National

ରାମଲଲାଙ୍କ ସୁନା-ରୂପାରେ କଠଉ ଓ ଆମେରିକାନ ଡାଇମଣ୍ଡ ହାର ଓ ମୂର୍ତ୍ତୀ...

ସାମ୍ନାକୁ ଆସିଲା ସୁନା-ରୂପାରେ ପ୍ରସ୍ତୁତ ରାମଲଲାଙ୍କ କଠଉ ଓ ଆମେରିକାନ ଡାଇମଣ୍ଡ ହାର ଓ ମୂର୍ତ୍ତୀ ର ପ୍ରଥମ ଫଟୋ