ଇଫକୋ ସାର କାରଖାନା ପାରାଦୀପ ୟୁନିଟ୍ କୁ ମର୍ଯ୍ୟାଦାଜନକ ଜାତୀୟ ଶକ୍ତି ସଂରକ୍ଷଣ ସମ୍ମାନ–୨୦୨୩ ପ୍ରଦାନ
ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଇଫକୋ ପାରାଦୀପ ୟୁନିଟ୍ କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ

ପାରାଦୀପ: ମହାନ ସମବାୟବିତ୍ ଡ. ଉଦୟ ଶଙ୍କର ଅବସ୍ତିଙ୍କ ନେତୃତ୍ବାଧ୍ଵନ ବିଶ୍ଵର ସର୍ବବୃହ ସମବାୟଭିକ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ସାର କାରଖାନା ପାରାଦୀପ ୟୁନିଟ୍ କୁ ମର୍ଯ୍ୟାଦାଜନକ ଜାତୀୟ ଶକ୍ତି ସଂରକ୍ଷଣ ସମ୍ମାନ–୨୦୨୩ ପ୍ରଦାନ କରାଯାଇଛି। ବୁଧବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଶକ୍ତି ସଂରକ୍ଷଣ ବିଭାଗ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟଅତିଥ୍ୟ ଭାବେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଇଫକୋ ପାରାଦୀପ ୟୁନିଟ୍ କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ଇଫକୋ ପାରାଦୀପ ୟୁନିଟ୍ର ମୁଖ୍ୟ କେ.ଜେ.ପଟେଲ୍ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ଠାରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ଗ୍ରହଣ କରିଥିଲେ। ଏହି ଏହି ମର୍ଯ୍ୟାଦାଜନକ ସମ୍ମାନ ହାସଲ କରିବା ପରେ ଇଫକୋ ପାରାଦୀପ ୟୁନିଟ୍ର ମୁଖ୍ୟ କେ.ଜେ.ପଟେଲ କହିଛନ୍ତି ଆମର ଦଳଗତ ପ୍ରଚେଷ୍ଟାକୁ ସଠିକ୍ ସମ୍ମାନ ପ୍ରଦାନ କରାଯାଇଛି। ଇଫକୋ ପାରାଦୀପ ୟୁନିଟ୍ ଶକ୍ତି ସଂରକ୍ଷଣ ସହିତ ପରିବେଶର ସୁରକ୍ଷା, ପାରପାର୍ଶ୍ଵକ ଉନ୍ନୟନକୁ ଆମେ ସର୍ବଦା ଦେଇଆସୁଛୁ । ଏହି ସମ୍ମାନ ଆମକୁ ଆହୁରି କଠିନ୍ କାର୍ଯ୍ୟ କରିବା ପାଇଁ ପ୍ରେରଣା ପ୍ରଦାନ କରିଛି । ଆମେ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟରେ ବ୍ରତୀ ହେବୁ ବୋଲି ରେ ଇଫକୋ ପାରାଦୀପ ୟୁନିଟ୍ର ମୁଖ୍ୟ କେ.ଜେ.ପଟେଲ୍ କହିଛନ୍ତି ।
IFFCO Paradeep Unit Clinches National Energy Conservation Award for Outstanding Achievement
IFFCO Paradeep Unit has been honored with the prestigious National Energy Conservation Award 2023 in recognition of its exceptional commitment to energy conservation. The accolade, bestowed by Bureau of Energy Efficiency, Ministry of Power, Govt. of India, acknowledges IFFCO Paradeep Unit's outstanding performance and innovative initiatives in the realm of energy efficiency. The Unit received the prestigious National Energy Conservation Award for 3rd consecutive time.
The National Energy Conservation Award is a testament to IFFCO Paradeep Unit's unwavering dedication to sustainable practices and environmental stewardship. The unit has demonstrated exemplary leadership in the implementation of energy-saving measures, contributing significantly to the reduction of carbon footprint and overall energy consumption.
IFFCO Paradeep Unit's success in securing this prestigious award is a result of its comprehensive approach to energy conservation, encompassing cutting-edge technologies, employee engagement, and a culture of continuous improvement. The unit has implemented state-of-the-art energy-efficient systems, optimized processes, and invested in renewable energy sources to achieve commendable results.
Mr. K.J. Patel, Head of IFFCO Paradeep Unit, said: "We are incredibly proud to receive this prestigious award. It is a true recognition of our team's dedication & hard work in driving energy efficiency and commitment to sustainability & responsible resource management across our operations. Under the leadership & guidance of our Managing Director, Dr. U S Awasthi, we are committed to continually improving our energy performance and contributing to a more sustainable future. We believe that every small effort counts, and our collective dedication to energy conservation has brought us this prestigious acknowledgment."
IFFCO Paradeep Unit's win in the National Energy Conservation Award is not only a source of pride for the organization but also serves as an inspiration for other industrial units to prioritize energy efficiency and environmental responsibility. Mr. K J Patel, Director & Unit Head, IFFCO Paradeep Unit, received the award from Hon’ble President of India, Smt. Draupadi Murmu during celebration of National Energy Conservation Day at Vigyan Bhawan, New Delhi on 14th December, 2023.
IFFCO is a leading player in the phosphatic fertilizer sector, committed to excellence, innovation, and sustainable development. With a focus on environmental responsibility, the unit has emerged as a pioneer in energy conservation within the industry.